Latest Odisha News
Browsing Tag

CHSE Odisha

+୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: କଳାରେ ପାସ ହାର ୯୮.୫୮%

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଗମଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହାପରେ ଓ୍ୱେବସାଇ www.orissaresults.nic.in ରୁ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ କଳା ରେଗୁଲାରରେ ମୋଟ୍…

ଦିନ ଗୋଟାଏରେ ବାହାରିବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଦିନ ଗୋଟାଏରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ www.orissaresults.nic.inରେ ଲଗ୍ ଇନ୍ କରି ନିଜ ରେଜଲ୍ଟ ଜାଣି ପାରିବେ ।…

ଆଜି ସନ୍ଧ୍ୟାରେ ବାହାରିବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏଥିପାଇଁ ଛାତ୍ରଛାତ୍ରୀ http://orissaresults.nic.inରୁ ନିଜ ଫଳାଫଳ ଦେଖିପାରିବେ । ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ରେଜଲ୍ଟ ପ୍ରକାଶ ପାଇବ । ଖୁବଶୀଘ୍ର କଳା ଓ ଧନ୍ଦାମୂଳକ…

ଏବର୍ଷ +୨ ପାସ ହାର ୯୦% ଉପରେ ରହିବ, CHSE ପରୀକ୍ଷା ନିୟନ୍ତ୍ରକଙ୍କ ଆକଳନ

ଭୁବନେଶ୍ୱର: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବାତିଲ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ବିକଳ୍ପ ମୂଲ୍ୟାୟନ ନେଇ ଘୋଷଣା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ ଦୁଇ ପାସ ହାର ୯୦ ପ୍ରତିଶତରୁ ଅଧିକ ରହିବ । ଏଭଳି ଆକଳନ କରିଛନ୍ତି ସିଏଚଏସଇ…

ଆସନ୍ତା ୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଅନ୍‌ଲାଇନ୍‌ରେ ହେବ ଫର୍ମ ପୂରଣ…