Latest Odisha News

BREAKING NEWS

Browsing Tag

CJI

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି-ବାର ଆସୋସିଏସନ ସଭାପତି ମୁହାଁମୁହିଁ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସଜେଆଇ) ଏବଂ ବାର ଆସୋସିଏସନ (ଏସସିବିଏ)  ମୁହାଁମୁହିଁ ହୋଇଛନ୍ତି । ସୁପ୍ରିମକୋର୍ଟ ପରିସରରେ ଲୟାର୍ସ ଚାମ୍ବର ପାଇଁ ଜମି ଆଲଟମେଣ୍ଟକୁ ନେଇ ବାର ଆସୋସିଏସନ ସଭାପତି ବିକାଶ ସିଂ ଏବଂ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୁଡଙ୍କ ମଧ୍ୟରେ…

ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି: ସିଜେଆଇ

ନୂଆଦିଲ୍ଲୀ : ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି । ପ୍ରଧାନବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ ଏପରି ବୟାନ ଦେଇଛନ୍ତି । ୧୯୯୧ରେ ଉତ୍ତରପ୍ରଦେଶରେ ଅନରକିଲିଂ ଘଟଣାକୁ କେନ୍ଦ୍ର କରି ଆମେରିକାର ଏକ ମାଗାଜିନରେ ଏହା ଉଲ୍ଲେଖ କରାଯାଇଥିଲା ବୋଲି…

ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ

ନୂଆଦିଲ୍ଲୀ :  ଆଜି ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର  ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ୟୁ ୟୁ ଲଳିତ ଦିଲ୍ଲୀରେ ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିବା ପରେ ସେ…

ଜଷ୍ଟିସ୍ ୟୁୟୁ ଲଳିତ ହୋଇପାରନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: କିଏ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ? ଏବେ ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଛି । ପରବର୍ତ୍ତୀ ପ୍ରଧାନ ବିଚାରପତି ନେଇ ଜଷ୍ଟିସ୍ ୟୁୟୁ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି…

ଧର୍ମ ସଂସଦରେ ନରସଂହାର ଆହ୍ବାନର ଆରୋପ; ସିଜେଆଇଙ୍କୁ ଚିଠି ଲେଖିଲେ ୭୬ ଓକିଲ

ନୂଆଦିଲ୍ଲୀ: ୭୬ ଜଣ ସୁପ୍ରିମକୋର୍ଟର ଓକିଲ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣଙ୍କୁ ଚିଠି ଲେଖିଛନ୍ତି। ହରିଦ୍ୱାର ଏବଂ ଦିଲ୍ଲୀରେ ଧାର୍ମିକ ସମାବେଶ ସମୟରେ ଦିଆଯାଇଥିବା ଭାଷଣକୁ ନେଇ ଚିଠିରେ ଚିନ୍ତା ପ୍ରକଟ କରାଯାଇଛି। ଏହା କୁହାଯାଇଛି ଯେ ଦେଶର ଧାର୍ମିକ ସ୍ୱାଧୀନତାକୁ ଦମନ କରିବାକୁ…

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ କ’ଣ କହିଲେ ସିଜେଆଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 'ଗୁରୁତର' ବର୍ଗରେ ରହିଥିବାରୁ ଶନିବାର ଭାରତର ପ୍ରଧାନ ବିଚାରପତି କେନ୍ଦ୍ରକୁ କହିଛନ୍ତି ଯେ ବାୟୁ ପ୍ରଦୂଷଣ ଏକ ଗୁରୁତର ପରିସ୍ଥିତିରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସମ୍ପର୍କରେ ଏକ ଆବେଦନ…

ସିଜିଆଇଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ: ଷଡଯନ୍ତ୍ରର ପ୍ରମାଣ ଦାଖଲ କଲେ ଆଇନଜୀବୀ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ମାମଲା ଏକ ଷଡଯନ୍ତ୍ର ବୋଲି ଦର୍ଶାଇଥିବା ଆଇନଜୀବୀ ଉତ୍ସବ ବେଂସ ସୁପ୍ରିମକୋର୍ଟଙ୍କ ନିକଟରେ ବୁଧବାର ଦିନ ଏକ ସିଲ୍ ହୋଇଥିବା ଲଫାଫାରେ ସମ୍ପୂର୍ଣ୍ଣ ପ୍ରମାଣ ଦାଖଲ କରିଛନ୍ତି । ଜଣେ ମହିଳା…