Latest Odisha News

BREAKING NEWS

Browsing Tag

CMC

କଟକ ଟ୍ରାଜେଡି ପରେ ୨ ଯନ୍ତ୍ରୀ ନିଲମ୍ବିତ, ନାବାଳିକାଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ସହାୟତା

କଟକ: ବକ୍ସଡ୍ରେନରେ ଫସି ନାବାଳିକା ଜଣଙ୍କ ପ୍ରାଣ ହାରିବା ପରେ ପ୍ରଶାସନ ଆକ୍ସନ୍ ମୋଡକୁ ଆସିଛି । କର୍ତ୍ତବ୍ୟରେ ଅବହେଳା ଲାଗି ନଗର ଉନ୍ନୟନ ବିଭାଗ ୨ ଜଣ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିଏମସିର ୨ ସହକାରୀ ଯନ୍ତ୍ରୀ ସଞ୍ଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ…

ବିଏସକେୱାଇରେ ଅନିୟମିତତା, ଘରୋଇ ହସ୍ପିଟାଲ୍ ସିଲ୍ କଲା ସିଏମସି

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଅନିୟମିତତା ଅଭିଯୋଗରେ କଟକର ଏକ ଘରୋଇ ହସ୍ପିଟାଲର ମାଲିକ ଓ ମ୍ୟାନେଜର ଗିରଫ ପରେ ସିଏମସି ହସ୍ପିଟାଲକୁ ସିଲ୍ କରିଛି । ଶନିବାର ଉକ୍ତ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ସିଏମସି । ସୂଚନା ଅନୁସାରେ, କଟକ ନୂଆପଡ଼ାରେ ଥିବା ଜେଏମ୍ କେୟାର…

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୮୭ କୋଟିର ବଜେଟ୍, ଗତବର୍ଷ ଅପେକ୍ଷା ଅଧିକ ୧୦୦ କୋଟି

କଟକ: କଟକ ମହାନଗର ନିଗମରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଗତ ହୋଇଛି ବଜେଟ୍ । ଚଳିତ ବର୍ଷ ୫୮୭ କୋଟି ୫୬ ଲକ୍ଷ ୫୭ ହଜାର ଟଙ୍କାର ବଜେଟ୍ ଆଗତ ହୋଇଛି କାଉନସିଲ୍ ବୈଠକରେ । ଆସନ୍ତା ୯ ତାରିଖରେ ବଜେଟର ପୂର୍ଣ୍ଣାଙ୍ଗ ରୂପ ଧାର୍ଯ୍ୟ କରାଯାଇ ସରକାରଙ୍କୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି…

୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ୩ ମହାନଗର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଲୋଚନା ଦାସ ଏବେ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଅଛନ୍ତି । ସେହିପରି ବ୍ରହ୍ମପୁର…

କରୋନା ମୁକାବିଲା; ସିଏମ୍‌ସି ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଅଞ୍ଚଳରେ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ ସିଏମ୍‌ସି ପୂର୍ବରୁ ୨୬,୭୧,୧୯,୧୪୪ କୋଟି ଟଙ୍କା ପାଇଥିଲା।…

ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସିଏମସିର ଅଭିଯାନ, କାଲିଠୁ ଦୁଆର ମୁହଁରେ ଟେଷ୍ଟିଂ ସହ ଟିକାକରଣ

କଟକ: ଆପଣଙ୍କ ବୟସ ୭୦ରୁ ଅଧିକ କି ? ଆପଣ ଜଣେ ଦିବ୍ୟାଙ୍ଗ । ଯଦି ହଁ ବ୍ୟସ୍ତ ହୁଅନ୍ତୁ ନାହିଁ । କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ ହେଉଛି ଦୁଆର ମୁହଁରେ କୋଭିଡ୍ ଟିକାକରଣ ଓ ଟେଷ୍ଟିଂ ସେବା । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଠାରୁ ସହରରେ ଦୁଆର ମୁହଁରେ କୋଭିଡ୍…

କଟକରେ ଆଜିଠୁ ସେରୋ ସର୍ଭେ, ୨୫ ଓ୍ୱାର୍ଡରୁ ନମୁନା ସଂଗ୍ରହ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେଉଛି ସେରୋ ସର୍ଭେ । କଟକ ମହାନଗର ନିଗମର ୨୫ଟି ୱାର୍ଡରେ ଏହି ସର୍ଭେ ଆସନ୍ତା ୫ ତାରିଖ ଯାଏ ଚାଲିବ । ଲୋକଙ୍କଠାରୁ ସଂଗ୍ରହ କରାଯିବ ରକ୍ତ ନମୁନା । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯିବ । ନାବାଳକ ଓ ଗର୍ଭବତୀଙ୍କୁ ଏଥିରେ ସାମିଲ…

ନଭେମ୍ବର ୨ ତାରିଖରୁ କଟକ ସହରରେ ସେରୋ ସର୍ଭେ

କଟକ: ଆସନ୍ତା ନଭେମ୍ବର ୨ ତାରିଖରୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ । କଟକ ମହାନଗର ନିଗମ ଓ ଆରଏମଆରସି ପକ୍ଷରୁ ମିଳିତ ସର୍ଭେ କରାଯିବ । ୨୫ଟି ଓ୍ୱାର୍ଡରେ ନଭେମ୍ୱର ୫ ତାରିଖ ଯାଏ ଏହି ଅଭିଯାନ ଚାଲିବ । ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ଓ୍ୱାର୍ଡରେ ସକାଳ ୮ଟାରୁ ସନ୍ଧ୍ୟା…

ମଠସାହିରୁ ୧୫ ଜଣଙ୍କ ସମେତ କଟକ ସହରରୁ ପୁଣି ୧୬୨ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟି କଟକ ସହରରୁ ପୁଣି ବାହାରିଲେ ପଜିଟିଭ । ଆଜି ସିଏମ୍‌ସିରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବିଭିନ୍ନ ସଙ୍ଗରୋଧରୁ ୧୦୦ ଓ ସ୍ଥାନୀୟ ଆକ୍ରାନ୍ତ ୬୨ ଜଣ ଅଛନ୍ତି । ଏସ୍‌ସିବି ଆଇସୋଲେସନରୁ ୪ ଜଣ କୋଭିଡ ଯୋଦ୍ଧା ଜଣେ ପୁରୁଷ ଓ ୩ ଜଣ…

ସିଏମ୍‌ସିରେ ପୁଣି ୭୯ ପଜିଟିଭ, ୨୩ ଲୋକାଲ କେସ୍‌

କଟକ: ସିଲଭର ସିଟିରେ ଲାଗୁନି କରୋନାକୁ ବ୍ରେକ୍ । ଆଜି ପୁଣି କଟକ ମହାନଗର ନିଗମରୁ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ କଂଟେନ୍‌ମେଂଟ ଜୋନ, ୧୨ ଜଣ ସରକାରୀ କ୍ୱାରେଂଟାଇନ୍ ଓ ୨୩ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମ୍‌ସି ଟ୍ୱିଟ୍ କରି…