Latest Odisha News
Browsing Tag

CMC

୧୦ କୋଭିଡ ଯୋଦ୍ଧାଙ୍କ ସମେତ ସିଏମ୍‌ସିରେ ଆଉ ୧୧୯ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟିରେ ବଢ଼ୁଛି ସଂକ୍ରମଣ । ଆଜି ପୁଣି କଟକ ମହାନଗର ନିଗମରୁ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୭ ଜଣ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି।…

ସିଏମ୍‌ସିରେ ଅଧିକ ଯୁବ ବର୍ଗ କରୋନାରେ ସଂକ୍ରମିତ: ଅନନ୍ୟା ଦାସ

କଟକ: କଟକ ମହାନଗର ନିଗମରେ ମାଡି ଚାଲିଛି କରୋନା । ସିଏମ୍‌ସିରେ ଯୁବ ବର୍ଗ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨୧ରୁ ୪୦ ବର୍ଷ ବୟସ ବର୍ଗ ଅଧିକ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୨୦ ବର୍ଷରୁ କମ ବୟସ ଭିତରେ ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ୪୧ରୁ ୬୦ ବର୍ଷ ବୟସ ବର୍ଗଙ୍କ…

କଟକରେ କରୋନା ସୁସ୍ଥ ହାର ୭୨ ପ୍ରତିଶତ

କଟକ: କଟକରେ ବଢ଼ୁଛି କରୋନା ସୁସ୍ଥ ହାର । ସୁସ୍ଥ ତୁଳନାରେ କମିଛି ସଂକ୍ରମିତ ସଂଖ୍ୟା । ଜିଲ୍ଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଂଚିଛି। ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୭୪ ପ୍ରତିଶତ ଥିବା ବେଳେ ଏହା ଏବେ ହ୍ରାସ ପାଇ ୨୭…

କଟକରେ କମିଲା ସ୍ଥାନୀୟ ସଂକ୍ରମଣ, ସିଏମ୍‌ସିରୁ ୭୩ ପଜିଟିଭ

କଟକ: କଟକ ସହରରେ କାୟା ମେଲାଇଛି ମହାମାରୀ କରୋନା । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମଣ । ତେବେ ଆଜି ପୁଣି ସିଲଭର ସିଟିରୁ ଆଉ ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ କମିଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୮ଜଣ କ୍ୱାରେଣ୍ଟାଇନରେ…

ଚିନ୍ତା ବଢ଼ାଇଲା କଟକର କଂଟେନମେଂଟ ଜୋନ୍‌, ପୁଣି ଆଉ ୩୨ ଚିହ୍ନଟ

କଟକ: ଆଜି କଟକରୁ ପୁଣି ଆଉ ନୂଆ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ମାଗୋଦାମ, ବେହେରା ସ।।ହି ଓ ଜଲୁଆ ସାହି କଂଟେନମେଂଟ ଜୋନ୍‌ରୁ ୩୨ ଜଣ ଆକ୍ରାନ୍ତ ଅଛନ୍ତି । ଏହି ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ପୁରୁଷ ଥିବା ବେଳେ ଅଛନ୍ତି ୧୧ ଜଣ ମହିଳା ।…

କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ: ସିଏମ୍‌ସି କମିଶନର

କଟକ: କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସହରର ଜଟି କଂଟେନମେଂଟ ଜୋନ୍‌ରୁ ୪୦୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି । ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କର ନମୁନା ପଜିଟିଭ ଆସିଛି…

‘ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ସଂକ୍ରମଣ ସଂଖ୍ୟା ଅଧିକ’

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସିଲିଭର ସିଟି କଟକରେ ମଧ୍ୟ ବିପଦ ବଢ଼ୁଛି । ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳରେ ୬୪.୯% ଏବଂ ସହରାଂଚଳରେ ୫୩.୦୧% ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଆଜି ସାମ୍ବାଦିକ…

ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ

କଟକ: ଏଣିକି ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ । ସଂପୃକ୍ତ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହାସହ ତିନିଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ସିଏମସି । ଅତ୍ୟାବଶ୍ୟକ ସାମଗ୍ରୀ…

ଏକ ସପ୍ତାହ ମଧ୍ୟରେ କଟକରେ ବଢ଼ିବ ଶଯ୍ୟା ସଂଖ୍ୟା

କଟକ: ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଗତ ୫ ଦିନ ମଧ୍ୟରେ କଟକରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏହାର ମୁକାବିଲା ପାଇଁ କଟକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । ସେ…

ଜୁଲାଇ ୨୫ରୁ ୩୦ ମଧ୍ୟରେ କଟକରେ ୩୩୬ ପଜିଟିଭ ଚିହ୍ନଟ

କଟକ: କଟକ ସହରରେ ଏବେ ୧୦୦୪ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୧୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଜୁଲାଇ ୨୫ରୁ ୩୦ ତାରିଖ ମଧ୍ୟରେ ୩୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୪ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ହୋମକ୍ୱାରେଣ୍ଟାଇନରୁ ୧୧୮ ଜଣ,…