Latest Odisha News
Browsing Tag

coffee

ମହଙ୍ଗା ହେଲା ଚା’-କଫି ଓ ନୁଡଲ୍ସ

ଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମାଗି, କଫି, ଚା’ ଆଦି ସାମଗ୍ରୀର ଦାମ ବୃଦ୍ଧି…

ଚାଲିଥିଲା ଧର୍ମଶାଳା ଟି-୨୦ ମ୍ୟାଚ୍‌, ଅନ୍ କ୍ୟାମେରାରେ କାହାକୁ କଫି ଯାଚିଥିଲେ ରୋହିତ୍ ?

ଭୁବନେଶ୍ୱର: ଧର୍ମଶାଳା ଟି-୨୦ ମ୍ୟାଚରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲା ରୋହିତଙ୍କ ରାଉଡି ଦଳ । ଶ୍ରୀଲକ୍ଷା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ତେବେ ତୃତୀୟ ମ୍ୟାଚରେ ବି ଭାରତ ଶ୍ରୀଲଙ୍କାକୁ ପରାଜିତ କରି ସିରିଜ୍ ନିଜ ନାଁରେ ପଂଜିକୃତ କରିଛି । ଶନିବାର…

[ଭିଡିଓ] କଫି ଫ୍ଲାସ୍କରୁ ବାହାରିଲା ସୁନା, କେନିଆ ବାସିନ୍ଦା ଗିରଫ

ମୁମ୍ବାଇ: ଭାରତୀୟ କଷ୍ଟମ୍ ଅଥରିଟିଙ୍କ ହୋସ୍ ଉଡାଇଛି ସୁନା ସ୍ମଗଲିଂ । ପ୍ରତିଦିନ ସାମ୍ନାକୁ ଆସୁଛି ଚାଲେଂଜ କଲାଭଳି ପରିସ୍ଥିତି । ବିଦେଶରୁ ସୁନା ତସ୍କରି କରି ଧରାପଡୁଛନ୍ତି ଅନେକ ଭାରତୀୟ ତଥା ବିଦେଶୀ ନାଗରିକ । ଏଭଳି ସ୍ଥିତିରେ ଶାରଜାହରୁ ଫେରିଥିବା କେନିଆର ୧୮ଜଣ ମହିଳାଙ୍କ କାରନାମା…