Latest Odisha News

BREAKING NEWS

Browsing Tag

Cold Wave Odisha

ଫେରିବ ଶୀତ: କାଲିଠୁ ରାଜ୍ୟରେ ବଢ଼ିବ ଜାଡ଼, ରାତିର ତାପମାତ୍ରା ୩-୫ ଡିଗ୍ରୀ ଖସିବ

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ବଢ଼ିପାରେ ଶୀତ । ଜାଡ଼ରେ ଥରିବ ଓଡ଼ିଶା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପାଗ ଶୁଷ୍କ ରହିଛି । ବିଭିନ୍ନ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବ । ଆଗାମୀ ତିନି ଦିନ ଭିତରେ ରାତିର ସର୍ବନିମ୍ନ ତାପମାତ୍ରା ୩-୫…

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ; ରାଜ୍ୟର ୧୭ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଜାଡରେ ଥରୁଛି ସାରା ରାଜ୍ୟ। ମଙ୍ଗଳବାର ରାତିରେ ଫୁଲବାଣୀରେ ପ‌ାରଦ ତଳକୁ ଖସି ୩.୬ ଡିଗ୍ରି ସେଲସିୟସରେ ପହଞ୍ଚିଛି। କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲହରି ଜାରି ରହିଛି। ଫୁଲବାଣୀ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଥିବା ବେଳେ ଦାରିଙ୍ଗିବାଡିରେ ୪.୫ ଡିଗ୍ରୀ ସେଲସିୟସ…

ବାହୁଡ଼ିଲା ଶୀତ: ୧୧ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬ ଡିଗ୍ରୀ ତଳକୁ ଖସିଛି ସର୍ବନିମ୍ନ ତାପମାତ୍ରା । ୫.୮ ଡିଗ୍ରୀ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ଫୁଲବାଣୀ । ସେହିପରି…

ରାଜ୍ୟରେ ଟିକେ କମିଛି ଶୀତ: ୧୦ ଡିଗ୍ରୀ ତଳେ ୭ଟି ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ତେବେ ଗତକାଲି ଅପେକ୍ଷା ଆଜି ଶୀତ ସାମନ୍ୟ କମିଛି । ଆଜି ୭ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ଭିତରେ ରହଛି । ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।…

ପ୍ରବଳ ଥଣ୍ଡାରେ ଥରୁଛି ଫୁଲବାଣୀ ଓ ଅନୁଗୁଳ, ୧୦ ଡିଗ୍ରୀ ସେଲସିୟସ୍ ତଳେ ୧୧ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଶୀତ ଚାଦର ତଳେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଛଠାରେ ଆଜି ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ୍ ରହିଛି । ଏହାସହ ୧୧ଟି ସହରରେ ପାରଦ ୧୦ ଡିଗ୍ରୀ…