Latest Odisha News

BREAKING NEWS

Browsing Tag

Collapse

ମୁଣ୍ଡ ଉପରେ ଖସି ପଡ଼ିଲା ଛାତ ମା’ଝିଅ ଗୁରୁତର

ବଲାଙ୍ଗିର : ମା‘ ଝିଅଙ୍କ ମୁଣ୍ଡ ଉପରେ ଖସି ପଡ଼ିଲା ଛାତ। ଏପରି ଅଭାବନୀୟ ଘଟଣା ଗତ ରାତିରେ ବଲାଙ୍ଗିର ସହର ରୁଗିଡିପଡା ମ୍ୟୁନିସିପାଲିଟିରେ ଘଟିଛି। ଗୁରୁତର ମା’ଝିଅ ହେଲେ ଗାୟତ୍ରୀ କୁମ୍ଭାର ଓ ତାଙ୍କ ଝିଅ ଆରତୀ କଲେତ।ଗାୟତ୍ରୀ କୁମ୍ଭାର ରୁଗିଡିପଡା ମ୍ୟୁନିସିପାଲିଟି କଲୋନୀରେ ରୁହନ୍ତି।…

ସୋର ଷ୍ଟେସନରେ ମାଲବାହୀ ଟ୍ରେନ ଧକ୍କାରେ ଭାଙ୍ଗିଲା ଫୁଟ୍ ଓଭରବ୍ରିଜ୍

ବାଲେଶ୍ୱର: ବାଲେଶ୍ଵର ସୋରସ୍ଥିତ ରେଲୱେ ଷ୍ଟେସନରେ ଫୁଟ୍ ଓଭର ବ୍ରିଜକୁ ଧକ୍କା ଦେଇଛି ଏକ ମାଲବାହୀ ଟ୍ରେନ । ଏଥି ସହ ଷ୍ଟେସନ୍ ସିଗନାଲ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଛି । ତେବେ ଏହି ଘଟଣାରେ କାହାର କିଛି କିଛି କ୍ଷତି ହୋଇ ନଥିବା ଜଣାପଡିଛି । ରାତି ପ୍ରାୟ ନଅଟା ବେଳେ ଘଟିଛି ଏହି ଘଟଣା ।…

ରେଲୱେ ଷ୍ଟେସନର ଛାତ ଭୁଶୁଡିବାରୁ ଜଣେ ମୃତ ଓ ଅନେକ ଆହତ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଲୱେ ଷ୍ଟେସନର ଗୋଟିଏ ପାଖ ଅଂଶ ତଥା ଛାତ ଭୁଶୁଡିଯିବାରୁ ୬ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…