Latest Odisha News

BREAKING NEWS

Browsing Tag

College

ଦାଢୀ କାଟିବାକୁ ଛାତ୍ରଙ୍କୁ କରାଯାଉଛି ବାଧ୍ଯ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କଲେଜରେ ପଢୁଥିବା ଜମ୍ମୁ କାଶ୍ମୀରର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ କଲେଜ ପ୍ରଶାସନ ସେମାନଙ୍କୁ ଜୋର ଜବରଦସ୍ତ କରି ଦାଢି କାଟିବାକୁ ବାଧ୍ଯ କରୁଛନ୍ତି। ହାସନ ଜିଲ୍ଲାର ସରକାରୀ ନର୍ସିଂ କଲେଜର ଛାତ୍ରମାନେ ଦାବି କରିଛନ୍ତି ଯେ ସେମାନେ ଦାଢି ନ କାଟିଲେ…

ନବୀନଙ୍କ ଫୋକସରେ ସ୍ୱାସ୍ଥ୍ୟସେବା, କାର୍ଯ୍ୟକ୍ଷମ ହେବାକୁ ଯାଉଛି ଆଉ ୩ ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଭୁବନେଶ୍ବର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି, ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି।…

[ଦେଖନ୍ତୁ ଭିଡିଓ] ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା

ନବରଙ୍ଗପୁର: ପରୀକ୍ଷା ଅନ୍ଧାରରେ, ଖାତା ଦେଖା ଚାଲିଛି ମୋବାଇଲ୍ ଲାଇଟରେ । ନବରଙ୍ଗପୁର ମହାବିଦ୍ୟାଳୟରେ ମୋବାଇଲ୍ ଲାଇଟରେ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖା ଚାଲିଛି । ମାତୃଭାଷା ଓଡ଼ିଆ ଏବଂ ଅର୍ଥନୀତି ଖାତାକୁ ଅଧ୍ୟାପକ ମାନେ ମୋବାଇଲର ଲାଇଟ୍ ମାରି ମୂଲ୍ୟାଙ୍କନ…

୧୩ରୁ କଲେଜ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୧୩ରୁ କଲେଜ ପିଲାଙ୍କ ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍ କ୍ଲାସ । ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଏହି ଅନ୍‌ଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ୍ ଜାରି କରିଛନ୍ତି । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ୧୩ରୁ ଅନ୍‌ଲାଇନ୍ କ୍ଲାନ୍…

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ, କଲେଜ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ  ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି। ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ…

ଅଗଷ୍ଟରେ ଖୋଲିବ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପୁନର୍ବାର ବିଶ୍ୱବିଦ୍ୟାଳୟ ଖୋଲିବା ସହିତ ସେପ୍ଟେମ୍ବରରେ ବିଭିନ୍ନ ଶ୍ରେଣୀଗୁଡ଼ିକରେ ସମସ୍ତ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି)ର ଏକ୍ସପର୍ଟ କମିଟି ବୁଧବାର ଦିନ ସୂଚନା ପ୍ରଦାନ କରିଛି । ଦେଶରେ କରୋନା ମହାମାରୀ…