Latest Odisha News

BREAKING NEWS

Browsing Tag

Congress Candidate

ପଦ୍ମପୁର ଉପନିର୍ବାଚନ: କିଏ ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର: ଜୋର ଧରିଲାଣି ପଦ୍ମପୁର ଉପନିର୍ବାଚନ ତାତି । ଶେଷଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଖାରଜ ହୋଇଯାଇଛି ୨ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ମଇଦାନରେ ୧୧ ପ୍ରାର୍ଥୀ ।  ନିର୍ବାଚନରେ ଜୋରଦାର ଟକ୍କର ହେବ ବିଜେଡି-ବିଜେପି ମଧ୍ୟରେ ।…

ପଦ୍ମପୁର ଉପନିର୍ବାଚନ: କଂଗ୍ରେସରୁ ଲଢିବେ ସତ୍ୟଭୂଷଣ ସାହୁ

ଭୁବନେଶ୍ୱର : ପଦ୍ମପୁର ଉପନିବାର୍ଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । AICC  ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ଏ ନେଇ ସୂଚନା ଦିଆଯାଇଛି । ପଦ୍ମପୁର…

ଦୁଃଖଦ ଖବର: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ, ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ପିପିଲି: ଆଉ ନାହାନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । କରୋନାରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ନିର୍ବାଚନର ତିନି ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ଅଜିତ । ୧୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା…

କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସ୍କା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁର ପୋଲିସ ବୁଧବାର ଦିନ ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଗିରଫ ୪ ଅଭିଯୁକ୍ତମାନଙ୍କୁ କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟ…