Latest Odisha News

BREAKING NEWS

Browsing Tag

congress president

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଜାରି, ୨୦ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କିଏ ହେବେ ହାଇକମାଣ୍ଡ ?

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ହାତରୁ ଖସିବ କଂଗ୍ରେସ କମାଣ । ଶଶୀ ଥରୁର୍ ନା ମଲ୍ଲିକାର୍ଜୁନ୍ ଖଡ଼ଗେ କିଏ ହେବେ କଂଗ୍ରେସ ହାଇକମାଣ୍ଡ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ମତଦାନ ହେଉଛି । ସାରା ଦେଶରେ ୩୬ଟି ମତଦାନ କେନ୍ଦ୍ରର ୬୭ଟି ବୁଥରେ ଭୋଟ୍ ଦେଉଛନ୍ତି ୯୩୦୦ରୁ ଅଧିକ କଂଗ୍ରେସ ନେତା ।…

ଚାରିଦିନ ବିତିଲା କଂଗ୍ରେସ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେଲାନି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଦିନ ଗଡ଼ି ଗଡ଼ି ଚାଲିଛି । ଯେଉଁମାନେ ନାମାଙ୍କନ ଫର୍ମ ନେଇଛନ୍ତି ସେମାନଙ୍କ ମଧ୍ୟରୁ କେହି ବି ନାମାଙ୍କନ ପତ୍ର ଦାଖଲ କରିନାହାଁନ୍ତି ।  ୨୪ରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ସମୟ ସେପ୍ଟେମ୍ବର ୩୦ ରେ ଶେଷ…

[ଦେଖନ୍ତୁ ଭିଡିଓ] କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ନିର୍ବାଚନ, ୧୯ରେ ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ । ଅଧ୍ୟକ୍ଷ ପଦ ପାଇ ନିର୍ବାଚନ ହେବ । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୧୯ ତାରିଖରେ ହେବ ଭୋଟ୍ ଗଣତି । ଆଜି ବସିଥିବା ସଡବ୍ଲୁସି ବୈଠକରେ ଏନେଇ ନିଷ୍ପତ୍ତି ନେଇଛି ।…

୨୦୨୪ ଯାଏ କଂଗ୍ରେସର ହାଇକମାଣ୍ଡ ରହିବେ ସୋନିଆ

ନୂଆଦିଲ୍ଲୀ: ସୋନିଆ ଗାନ୍ଧି ୨୦୨୪ ଯାଏ ଦେଶର ସର୍ବପୁରାତନ ଦଳ କଂଗ୍ରେସର ମୁଖିଆ ପଦରେ ରହିବେ।ସୋନିଆ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସର ଅନ୍ତରୀଣ ସଭାପତି ରହିବେ ବୋଲି ସୂଚନା ମିଳିଛି। ଯୁବ ଚେହେରାମାନଙ୍କୁ ଦଳ ପ୍ରମୁଖ ପଦବୀରେ ନିଯୁକ୍ତ ଦେବାର ସମ୍ଭାବନା ମଧ୍ୟ ରହିଛି…