ଆସୁଛନ୍ତି ଅମିତ ଶାହା, ଚାଲିଛି ସର୍ଭେ, କଟିବ ଟିକେଟ!
ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।…