‘ତେଲେଙ୍ଗାନା ରାଜନୀତି’, ବିଆରଏସ ବଳରେ ହାତ ହେଉଛି ବଳିୟାନ!
ଭୁବନେଶ୍ୱର: ସରଗରମ ହେଉଛି ତେଲେଙ୍ଗାନା ରାଜନୀତି। ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରମୁଖ ଦଳଗୁଡିକ ନିଜ ନିଜର ଶକ୍ତି ସାଉଁଟିବା କାର୍ଯ୍ୟକୁ ତୀଵ୍ର କରୁଛନ୍ତି। ରାଜନୈତିକ ସମୀକରଣ ମଧ୍ୟ ବଦଳୁଛି।
ଏଭଳି ସ୍ଥିତିରେ ତେଲେଙ୍ଗାନାରେ ବିଆରଏସକୁ ବଡ଼ ଝଟକା ଲାଗିବାକୁ ଯାଉଛି।…