ରାହୁଲ ଇଫେକ୍ଟ, ବାଉଳି ହେଉଛି ବିଜେପି !
ଭୁବନେଶ୍ୱର: ଦେଶର ଗଣତନ୍ତ୍ର ବିପଦରେ । ଦେଶ ଏବଂ ବିଦେଶରେ ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପରେ ବିଜେପି ବାଉଳି ହେଉଥିବା କୁହାଯାଉଛି । ବିଜେପିର ବରିଷ୍ଠ କେନ୍ଦ୍ରୀୟ ନେତାମାନେ ଏହାକୁ ନେଇ ବିଭିନ୍ନ ଯାଗାରେ ସ୍ପଷ୍ଟୀକରଣ ଦେବାରେ ଲାଗି ପଡିଛନ୍ତି ।
ଗଣତନ୍ତ୍ର ବିପଦରେ, ମୋଦି ଆଦାନୀ…