Latest Odisha News

BREAKING NEWS

Browsing Tag

congress

ବିଜେପିର ର୍ଭଚ୍ୟୁଆଲ ରାଲିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଆରମ୍ଭ ହେବ ବିଜେପିର ର୍ଭଚ୍ୟୁଆଲ ରାଲି । ଡିଜିଟାଲ କ୍ୟାମେନ୍ କରିବ ବିଜେପି । ମୋଦୀ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଏହି ଡିଜିଟାଲ ରାଲି ଆୟୋଜନ କରିବ । ତେବେ ଏହି ର୍ଭଚ୍ୟୁଆଲ ରାଲିକୁ ନେଇ ରାଜ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି । କରୋନା…

କୋଭିଡ କିଟ୍ ଦୁର୍ନୀତି, ଇସ୍ତଫା ଦିଅନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୁକାବିଲା ଉପକରଣ କିଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୁରୁ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଦଳ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ…

କୋଭିଡ କିଟ୍ କିଣାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟରେ ଚିକିତ୍ସା ଉପକରଣ କ୍ରୟକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ରାଜ୍ୟ ବିଜେପି ଅଭିଯୋଗ କରିଛି ଯେ, ବିପତ୍ତି ସମୟରେ ଯିଏ ରାଜକୋଷକୁ ଲୁଟ୍ କରିଛି, ସେ ମହାପାପର ଅଂଶୀଦାର । ଭ୍ରଷ୍ଟାଚାର ଚରମସୀମାକୁ ଯାଇଛି । କୋଭିଡ ନିୟନ୍ତ୍ରଣ ପାଇଁ…

୧୭ ହଜାର କୋଟି ଟଙ୍କା ଘୋଷଣା ଏକ ପ୍ରହସନ: ପିସିସି ସଭାପତି

ଭୁବନେଶ୍ୱର: କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ସରକାର ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ଏକ ପ୍ରହସନ । ସେ ଆହୁରି କହିଛନ୍ତି, ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ…

ପ୍ରବାସୀ ଶ୍ରମିକଙ୍କ ଦୁଃଖ ବୁଝିପାରୁନି ବିଜେପି: ସୋନିଆ

ନୂଆଦିଲ୍ଲୀ: ଦୁନିଆ ଦେଖିଲାଣି ପ୍ରବାସୀଙ୍କ ଦୁଃଖ । ସେମାନଙ୍କ ଭୟ, ସେମାନଙ୍କ କାତର ସ୍ୱର, ସେମାନଙ୍କ ଯନ୍ତ୍ରଣା, ଦେଶରେ ସମସ୍ତେ ଶୁଣିଲେଣି । ହେଲେ ବିଜେପି ସରକାରଙ୍କ କାନକୁ କିନ୍ତୁ ଏହା ଶୁଣାଯାଉନି । ସମସ୍ତେ ପ୍ରବାସୀଙ୍କୁ ଦୁଃଖ ଅନୁଭବ କରୁଛନ୍ତି କିନ୍ତୁ ବିଜେପି ଏହାକୁ ଦେଖି…

କେନ୍ଦ୍ର ଓ ରାଜ୍ୟରେ ଚାଲିଛି ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର: ନିରଞ୍ଜନ

ଭୁବନେଶ୍ୱର: ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଚାଲିଛି ‘ଥ୍ରୀ-ପି’ ଅର୍ଥାତ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରଚାରଣାର ସରକାର । କଂଗ୍ରେସ ପକ୍ଷରୁ ଅଜି ସ୍ପିକ୍‌-ଅପ୍‌-ଇଣ୍ଡିଆ ଆରମ୍ଭ ଅବସରରେ ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କରୋନା ସମୟରେ ଉଭୟ ବିଜେପି ଓ…

ସୋସିଆଲ ମିଡିଆରେ କଂଗ୍ରେସ କରିବ ‘ସ୍ପିକ୍ ଅପ ଇଣ୍ଡିଆ’

ଭୁବନେଶ୍ୱର:ସୋସିଆଲ ମିଡିଆରେ ୫୦ ଲକ୍ଷ ଦେଶବାସୀଙ୍କ ସହ ଯୋଡିହେବ କଂଗ୍ରେସ । ଆସନ୍ତାକାଲି ଦଳ ପକ୍ଷରୁ ଆରମ୍ଭ ହେଉଛି ସ୍ପିକ୍ ଅପ ଇଣ୍ଡିଆ କାର୍ଯ୍ୟକ୍ରମ । ଏଥିରେ ପ୍ରତି ନିର୍ବାଚନ ମଣ୍ଡଳୀର ୧୦ରୁ ୧୫ ହଜାର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ପିସିସି ସଭାପତି କହିଛନ୍ତି,…

ଚିଦାମ୍ବରମଙ୍କ ଗିରଫଦାରି ଦିନ ଦ୍ୱିପ୍ରହରରେ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡ଼ିଆ ଦୁର୍ନିତୀ ମାମଲାରେ ସିବିଆଇ ବୁଧବାର ବିଳମ୍ବିତ ରାତିରେ ଏକ ନାଟକୀୟ ଭାବେ ଗିରଫ କରିଛି । ଏହି ଘଟଣାକୁ ନେଇ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଚିଦାମ୍ବରମଙ୍କ ପ୍ରତି ନିଜର ସମର୍ଥନ ଜଣାଇଛି । ଏହି…

କର୍ଣ୍ଣାଟକରେ ଭାଙ୍ଗିଲା ସରକାର, ଇସ୍ତଫା ଦେଲେ କୁମାରସ୍ୱାମୀ

କର୍ଣ୍ଣାଟକ: କର୍ଣ୍ଣାଟକରେ ଅନେକ ଦିନ ଧରି ଜାରି ରହିଥିବା ରାଜନୈତିକ ନାଟକରେ ମଙ୍ଗଳବାର ଦିନ ଯବନିକା ପଡିଛି । ଗତ ଗୁରୁବାରରୁ ଅନିଶ୍ଚିତତା ଭିତରରେ ଥିବା କୁମାରସ୍ୱାମୀଙ୍କ ସରକାର ଶକ୍ତି ପରୀକ୍ଷାରେ ଏକ ପ୍ରକାରର ବିଫଳ ହୋଇଛି । ସୂଚନା ଅନୁଯାୟୀ ଆଜି ବିଧାନସଭାରେ ହୋଇଥିବା ଆସ୍ଥା…

ପାଟକୁରା ନିର୍ବାଚନ: ଜାଣନ୍ତୁ, କଂଗ୍ରେସ ଲାଗି କେଉଁମାନେ ହେଲେ ଷ୍ଟାର ପ୍ରଚାରକ

ଭୁବନେଶ୍ୱର : ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଦଳ ମଧ୍ୟ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏନେଇ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ତାରକା…