Latest Odisha News

BREAKING NEWS

Browsing Tag

constable

ବିଳମ୍ବରେ ଆସିଲେ ବୋଲି ଗରମ ପାଣି ଫୋପାଡିଲେ ହାବିଲଦାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଗ୍ନିଶମ କେନ୍ଦ୍ରରେ ଥିବା ଜଣେ କନଷ୍ଟେବଳଙ୍କ ଉପରେ ଅଗ୍ନିଶମ ବିଭାଗର ହାବିଲଦାର ରବିବାର ଦିନ ଗରମ ପାଣି ଫୋପାଡି ଥିବା ଅଭିଯୋଗ ହୋଇଛି। ଆହତ କନଷ୍ଟେବଳଙ୍କ ନାମ ଦୁଷ୍ୟନ୍ତ ଦେହୁରୀ ବୋଲି ଜଣାପଡିଛି।ସେ ବାରମ୍ବାର ବ୍ୟାରାକକୁ ବିଳମ୍ବରେ…

କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି: ଆର୍ମଡ ପୋଲିସ ରିଜର୍ଭ (APR)ରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ମାଲକାନଗିରି ଜିଲ୍ଲା ଏମଭି-୪୨ ଗାଁରୁ ମିଳିଛି । ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣଙ୍କ ସୁଶାନ୍ତ ହଳଦଧର । ନବରଙ୍ଗପୁର…

୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ପୋଲିସ ଚାକିରୀ ଆଶାୟୀଙ୍କ ପାଇଁ ଆସିଲା ଖୁସି ଖବର ।  ଖୁବ୍‌ ଶୀଘ୍ର ପୋଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନୋଟିସ୍‌ ଜାରି କରିଛନ୍ତି । ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଯୁବକଙ୍କୁ ମାଡମାରି ନିଲମ୍ବିତ ହେଲେ ପୋଲିସ ବାବୁ, ଦେଖନ୍ତୁ ଭିଡିଓ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ଯୁବକଙ୍କୁ ଗାଳିଗୁଲଜ ତଥା ସର୍ବସମ୍ମୁଖରେ ମାଡ ମାରିବା ଘଟଣାରେ ଗୁରୁବାର ଦିନ ରିଜର୍ଭ ପୋଲିସର ଜଣେ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। https://youtu.be/ynJV7S2Hnd4 ପ୍ରାପ୍ତ ସୂଚନାନୁଯାୟୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକର ତିନି ଜଣ…