Latest Odisha News
Browsing Tag

Corona Cases

ରାଜଧାନୀରେ ଶହେ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ଏପ୍ରିଲରେ ପ୍ରତିଦିନ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଛି । ଗତକାଲି ରାଜଧାନୀରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ସଂଖ୍ୟା ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୧୦୧ଟି କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ୨୧ଟି…

ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ୪୦୦ ଉପରେ ସଂକ୍ରମଣ, ସୁନ୍ଦରଗଡ଼ରୁ ସର୍ବାଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ସଂକ୍ରମଣ । ଲଗାତାର ତିନିଦିନ ଧରି ରାଜ୍ୟରେ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୭ ଜିଲ୍ଲାରୁ ୪୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା…

୨୮ ଜିଲ୍ଲାରୁ ୪୫୨ କୋଭିଡ୍ ସଂକ୍ରମିତ ଚିହ୍ନଟ, ମାଲକାନଗିରିକୁ ଫେରିଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨ ଦିନ ହେଲା ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୪୦୦ ଉପରେ ରହୁଛି । ଗତ ୪୨ ଘଣ୍ଟାରେ ରାଜ୍ୟର ୨୮ ଜିଲ୍ଲାରୁ ୪୫୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୬୭ଟି ମାମଲା ଆସିଥିବା ବେଳେ ୧୮୫ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧା…

ଭାରତରେ କରୋନାର ଆଉ ୧୩, ୨୦୩ ନୂଆ ମାମଲା, ଟିକା ନେଲେଣି ୧୬ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ଗତବର୍ଷ ଜାନୁଆରୀରେ ଜଣାପଡ଼ିଥିଲା । ବର୍ଷକ ଭିତରେ ଦେଶରେ ଏକ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୩ ହଜାର ୨୦୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪…

କାହିଁକି ବନ୍ଦ ଡାକରା ଦେଲା ବଲାଙ୍ଗୀର କରୋନା ନିୟାମକ କମିଟି, ପଢ଼ନ୍ତୁ

ବଲାଙ୍ଗୀର: ବଲାଙ୍ଗୀରରେ କୋଭିଡ ମାମଲାରେ କ୍ରମାଗତ ବୃଦ୍ଧି ହେତୁ ଚିନ୍ତାରେ ନବନିର୍ମିତ କରୋନା ନିୟାମକ କମିଟି ପକ୍ଷରୁ ଶୁକ୍ରବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାର ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟବସାୟୀ ସଂଘ, ରାଜନୈତିକ ଦଳ, ନାଗରିକ…

ହସ୍ପିଟାଲରୁ ଖସି ଚାଲିଗଲେ ସଂଦିଗ୍ଧ କରୋନା ରୋଗୀ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଭିମସାର)ର ଆଇସୋଲେସନ ୱାର୍ଡ଼ରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଖସି ଚାଲିଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ବୁଧବାର ଜଣାପଡ଼ିଥିବା ନେଇ ଭିମସାର୍ ସୂତ୍ରରୁ ସୂଚନା ମିଳିଛି । ଅଧିକ…

ଭୁବନେଶ୍ୱରର ଡୁମଡୁମା ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷିତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାଜଧାନୀ ଅନ୍ତର୍ଗତ ଡୁମଡୁମାର କିଛି ଅଞ୍ଚଳକୁ ଶନିବାର ଦିନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରିଛି । ଏସମ୍ପର୍କରେ ବିଏମସି କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସୁବାଷ ନଗର ବସ୍ତିରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ…

ବ୍ରାଜିଲରେ ସାଂଘାତିକ ସ୍ଥିତି, ୨୪ ଘଣ୍ଟାରେ ୫୪ ହଜାର ପଜିଟିଭ୍

କରୋନା ପ୍ରହାରରେ ତ୍ରାହି ତ୍ରାହି ଡାକୁଛି ବ୍ରାଜିଲ୍ । ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୭୭୧ ନୂଆ ଆକ୍ରାନ୍ତ । କରୋନା ମହାମାରୀ ଦିନଠୁ କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟା ଲୋକ ସଂକ୍ରମିତ ହୋଇ ନଥିଲେ । ବ୍ରାଜିଲରେ ଭୂତାଣୁ…