Latest Odisha News
Browsing Tag

Corona Cases

୨୪ ଘଣ୍ଟାରେ ବାହାରିଲେ ୫ କରୋନା ପଜିଟିଭ୍

ଭୁବନେଶ୍ୱର  : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୪୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…

ଥମୁନି କରୋନା ସୁନାମୀ: ସପ୍ତାହକରେ କୋଟିଏ ୮୦ ଲକ୍ଷ ପଜିଟିଭ୍, ୪୫ ହଜାର ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଥମୁନି କରୋନା ସୁନାମୀ । ଓମିକ୍ରନ୍ ଯୋଗୁ ଭୟଙ୍କର ଭାବରେ ବ୍ୟାପୁଛି ସଂକ୍ରମଣ । ଗୋଟିଏ ସପ୍ତାହରେ ସାରା ବିଶ୍ୱରେ କୋଟିଏ ୮୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଜାନୁଆରୀ ୧୦-୧୬ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଏତେ ସଂଖ୍ୟାକ ପଜିଟିଭ୍ ବାହାରିଛନ୍ତି । ଏହି…

ଦୈନିକ କରୋନା ମାମଲାରେ ବିଶ୍ବ ରେକର୍ଡ ଭାଙ୍ଗିଲା ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ବରେ କାୟା ମେଲାଇ ଚାଲିଛି ଓମିକ୍ରନ୍‌। ଏହାରି ଭିତରେ ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଆମେରିକା। ସୋମବାର ଦିନ ୧.୧୩ ନିୟୁତ ନୂଆ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ମାମଲା ବିଶ୍ବର ସବୁ ଦେଶ ତୁଳନାର ସର୍ବାଧିକ।…

ଗତ ୨୪ଘଣ୍ଟା ଭିତରେ ୧୪୬ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୬ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୬୦କେସ୍ ରହିଛି । ଏଥିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ରାଜଧାନୀରୁ ଆଉ ୧୧୨୦ ସଂକ୍ରମିତ ଚିହ୍ନଟ, ଆକ୍ଟିଭ୍ କେସ୍ ୧୨ ହଜାର ପାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୧୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୮ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ୧୧୨୦ ସଂକ୍ରମିତଙ୍କ ମଧ୍ୟରୁ ୧୫୯ଟି କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା…

ପୁଣି ୫ ଦିନ ପରେ ଭୁବନେଶ୍ୱରରେ ୧୧ ଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ୫ ଦିନର ବ୍ୟବଧାନ ପରେ ବିଏମସି ଅଞ୍ଚଳରେ ଦୈନିକ ସଂକ୍ରମଣ ମାମଲା ପୁଣି ଥରେ ୧୧ ଶହ ଟପିଛି । ଆଜି ଭୁବନେଶ୍ୱରରୁ ୧୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୭ ଜଣ ସଂକ୍ରମିତ ଚିହ୍ନଟ…

ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ, ମାଗଣା କୋଭିଡ୍ ଟିକା ଘୋଷଣା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦୈନିକ ୬ ହଜାର ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ରାଜ୍ୟରେ ବେଡ୍ କି କୋଭିଡ୍ ଔଷଧର ଅଭାବ ମଧ୍ୟ ନାହିଁ । ତେବେ, ମେ’୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବ । ଏଥିପାଇଁ କୋଭାକ୍ସିନ୍ ଓ କୋଭିସିଲ୍ଡ ମଧ୍ୟ…

ବିଏମସି ଅଞ୍ଚଳରୁ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୫୪୮ଟି ଲୋକାଲ୍ କେସ୍

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଦିନକୁ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିଛି । ଅନ୍ୟପଟେ ଦୈନିକ ସଂକ୍ରମଣ ମାମଲା ଭିତରୁ ୭୦ ପ୍ରତିଶତ ଲୋକାଲ୍ କେସ୍ ରହୁଛି । ଗତ ୨୪ ଘଣ୍ଟାରେ ରାଜଧାନୀରେ ୬୯୮ ଜଣ କରୋନା ସଂକ୍ରମିତ…

ଭୁବନେଶ୍ୱରରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୩୮୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଆଜି ୪ ହଜାର ୪୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ଟି ମାମଲା ଆସିଥିଲା । ସେଥିରୁ ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୬୮ ଜଣ ସଂକ୍ରମିତ ଥିବା ବିଏମସି…

ରାଜ୍ୟରେ କରୋନାର ନୂଆ ରେକର୍ଡ, ୨ ହଜାର ଟପିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନାର ପ୍ରକୋପ । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୨୬୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୧୩୧୪ଟି ମାମଲା ଆସିଥିବା ବେଳେ…