Latest Odisha News

BREAKING NEWS

Browsing Tag

corona lockdown

ମେ ୩ ଯାଏଁ ବଢିଲା ଲକ୍ ଡାଉନ ଅବଧି

ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ଲକ୍ ଡାଉନ ଅବଧି । ଆଜି ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ ଡାଉନ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଘୋଷଣା ହୋଇଥିବା ୨୧ ଦିନିଆ ଲକ୍ ଡାଉନର ଆଜି ଶେଷ ଦିନ ଥିଲା । ମୋଦି ତାଙ୍କ ଅଭିଭାଷଣରେ କହିଥିଲେ…

ଲକ୍‌ଡାଉନ ବେଳେ ରାଜଧାନୀରେ ଜରୁରୀକାଳୀନ ସେବା ଯୋଗାଇବ ୧୦୦ଟି ଓଲା ଗାଡି

ଭୁବନେଶ୍ୱର : ଲକ୍ ଡାଉନ ବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ଉପରେ ରୋକ ଲଗାଯାଇଛି । କିନ୍ତୁ ବହୁ ସମୟରେ ଲୋକେ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନା ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ୧୦୦ଟି ଓଲା କାର ଚଳାଚଳ ପାଇଁ ଅନୁମତି ଦେଇଛି…

ଲକ୍‌ଡାଉନ ହିରୋ: ମୁମ୍ବାଇର ଅଟିଷ୍ଟିକ୍ ଶିଶୁ ପାଇଁଁ ଜରୁରୀ ଓଟ କ୍ଷୀର ରାଜସ୍ଥାନରୁ ପହଞ୍ଚିଲା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । ଦୋକାନମାନଙ୍କରେ ଗ୍ରୋସରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ତ ମିଳୁଛି କିନ୍ତୁ ମୁମ୍ବାଇର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରେ ରହୁଥିବା ଜଣେ ମାଆକୁ ଖାଦ୍ୟ ଆଲର୍ଜି ରହିଥିବା ତାଙ୍କ ସାଢେ ତିନି ବର୍ଷର ଅଟିଷ୍ଟିକ୍…

କରୋନା ଲକ୍‌-ଡାଉନ୍‌; ବାରିପଦାରେ ସମସ୍ତ ପରିବା ଦୋକାନ ବନ୍ଦ !

ବାରିପଦା: ଲକ୍‌-ଡାଉନକୁ ନେଇ ପୋଲିସର କଡା ତାଗିଦର ପରିଣାମ ସ୍ୱରୂପ ବନ୍ଦ ରହିଛି ବାରିପଦା ସହରର ସମସ୍ତ ପରିବା ହାଟ । ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନରେ ଖିଲାଫି ଯୋଗୁଁ ଶୁକ୍ରବାର ବାରପଦା କୋର୍ଟ ପାଖରୁ କିଛି ପରିବା ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପୋଲିସ ଥାନାରେ…

ଓଡିଶା ପରେ ପଂଜାବରେ ବଢିଲା ଲକ୍ ଡାଉନ ଅବଧି

ହରିଆଣା : ମେ ୧ ଯାଏଁ ପଂଜାବରେ ବଢିଲା ଲକ୍‌ଡାଉନ ଅବଧି । ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ଘୋଷଣା କରିଛନ୍ତି । ଓଡିଶା ପରେ ପଂଜାବ ଲକ୍ ଡାଉନ ଅବଧି ବଢାଇବାରେ ଦ୍ୱିତୀୟ ରାଜ୍ୟ । ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ୨୧ ଦିନିଆ ଲକ୍ ଡାଉନ ଆସନ୍ତା…

ଲକ୍‌-ଡାଉନରେ କେରଳ ପୋଲିସର କ୍ରିକେଟ୍ କମେଣ୍ଟ୍ରି !

କେରଳ: ସୋସିଆଲ୍ ମିଡିଆରେ ଭାଇରାଲ୍ କେରଳ ପୋଲିସର ଲକ୍‌-ଡାଉନ୍ ଭିଜୁଆଲ୍ । ମାଡ କି ଗିରଫ କରି ନୁହେଁ ବରଂ କ୍ରିକେଟ କମେଣ୍ଟ୍ରି ଜରିଆରେ ଲୋକ ହେଉଛନ୍ତି ସଚେତନ । Drone sightings during lockdown... pic.twitter.com/kN3a4YCJ5D — Kerala Police (@TheKeralaPolice)…