Latest Odisha News
Browsing Tag

Corona popsitive cases

ରାଜଧାନୀରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୁବଶୀଘ୍ର ୨୦୦ ଛୁଇଁବ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱାସନାର କଥା ହେଉଛି ଯେ, ସମସ୍ତ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଥିଲେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଗତ ୧୦ ତାରିଖ ଦିନ ଉତ୍ତର ପ୍ରଦେଶରୁ ଆସିଥିଲେ । ସେମାନେ ସମସ୍ତେ ପୁରୁଷ…

ମାଲକାନଗିରିରେ ୨୧ କରୋନା ପଜିଟିଭ୍ ଚିିହ୍ନଟ

ମାଲକାନଗିରି: ମାଲାକାନଗିରିରେ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମଙ୍ଗଳବାର ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏକ ସଂଗରୋଧ କେନ୍ଦ୍ରରେ ଆଜି ୨୧ଟି…

ରାଜ୍ୟର ତିନି ରେଡ୍ ହଟସ୍ପଟ୍ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା

ଭୁବନେଶ୍ୱର : ଓଡିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବଢିବା ସହିତ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦ୍ରୁତ ଗତିରେ କରୋନା ପଜିଟିଭ୍ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ୫ଟି ରେଡ୍ ହଟ ଜୋନ ଜିଲ୍ଲାରେ ଏହା ୫୦ ଟପିଥିବା ବେଳେ ତିନିଟିରେ ୧୦୦ ଅତିକ୍ରମ କରିଛି । କରୋନା…

ଯାଜପୁର ଜିଲ୍ଲାରେ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୪୨ରେ ପହଞ୍ଚିଲା

ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ଆଉ ୧୪ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍ ରୋଗୀ ସଂଖ୍ୟା ୧୪୨ରେ ପହଞ୍ଚିଛି । ନୂଆ ୧୪ ରୋଗୀଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ରୋଗୀ…