କରୋନା ଭାଇରସ୍: ୨୪ ଘଣ୍ଟାରେ ୧୫୦ ମୃତ
ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୪୦୦ରେ ପହଞ୍ଚିଛି । ଏଥିସହିତ ୭୭,୧୫୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।
ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ପାଖାପାଖି ୭୭,୧୫୦ ଜଣ…