Latest Odisha News

BREAKING NEWS

Browsing Tag

covaxin vaccine

କରୋନା ଟିକା ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରେ DCGI

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ପ୍ରଦାନ ଉପରେ ଆଜି ମିଳିପାରେ ଖୁସି ଖବର । ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରେ ଭାରତୀୟ ଔଷଦ ନିୟାମକ ବା DCGI । ଆଜି ସକାଳ ୧୧ଟାରେ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି DCGI । ଏଥିରେ ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେବା ନେଇ ଘୋଷଣା…

ଭାରତ ବାୟୋଟେକ୍ ମାଗିଲା ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ଜରୁରୀକାଳିନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତରେ ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭରତ ବାୟୋଟେକ୍ ଏହାର ଆଣ୍ଟି-କୋଭିଡ୍-୧୯ ଟିକା ପାଇଁ ଲୋଡ଼ିଛି ଜରୁରୀକାଳୀନ ବ୍ୟବହାର ଅନୁମତି । କେନ୍ଦ୍ରୀୟ ଔଷଧ ନିୟାମକରେ ଆବେଦନ କରିଛି ଭାରତ ବାୟୋଟେକ୍ । ଭାରତରେ…

କୋଭାକ୍ସିନ ଟୀକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନା ପଜିଟିଭ

ନୂଆଦିଲ୍ଲୀ: ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, "ମୋ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ସିଭିଲ୍ ହସ୍ପିଟାଲ୍ ଅମ୍ବାଲା କ୍ୟାଣ୍ଟରେ ଭର୍ତ୍ତି ହୋଇଛି।…

ଦେଶକୁ ଖୁବ୍‌ ଶୀଘ୍ର ମିଳିପାରେ ଖୁସି ଖବର; କୋଭାକ୍ସିନ୍‌ ଟିକା ଭାରତରେ ୬୦ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: କୋଭିଡ -୧୯ ଟିକାର ପରୀକ୍ଷଣ ପ୍ରକ୍ରିୟା ସାରା ବିଶ୍ୱରେ ଜାରି ରହିଛି। ବ୍ରିଟେନ, ଆମେରିକା ଏବଂ ଋଷିଆ ସମେତ ଅନେକ ଦେଶର ଅନେକ କମ୍ପାନୀ ବିଶ୍ୱକୁ କରୋନାମୁକ୍ତ କରିବା ପାଇଁ ଅବିରତ ପ୍ରୟ‌ାସ ଜାରି ରଖିଛନ୍ତି। ହାଇଦ୍ରାବାଦରେ ଅବସ୍ଥିତ ଭରତ ବାୟୋଟେକ୍ ମଧ୍ୟ ସେମାନଙ୍କ ମଧ୍ୟରୁ…