Latest Odisha News

BREAKING NEWS

Browsing Tag

Covid 19 Patient

କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ ଜଲଓ୍ୱା, ଦେଖନ୍ତୁ ଭିଡିଓ

ବେଙ୍ଗାଳୁରୁ: ବାଜୁଛି ମ୍ୟୁଜିକ୍ । ଜମୁଛି ଡ୍ୟାନ୍ସ ଜଲଓ୍ୱା । ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ । କୌଣସି ଷ୍ଟେଜ ପରଫରମାନ୍ସ ପାଇଁ ରିହରସାଲ୍ ଭଳି ଲାଗୁଛି । କିନ୍ତୁ ସେମିତି କିଛି ନୁହେଁ । କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ । ଏମିତି ଏକ ଭିଡିଓ ଏବେ ସାମନାକୁ ଆସିଛି କର୍ଣ୍ଣାଟକର…

ଅଟୋରେ ଶ୍ମଶାନକୁ ନିଆଗଲା କରୋନା ଆକ୍ରାନ୍ତଙ୍କ ମୃତଦେହ

ତେଲେଙ୍ଗାନା: କୋଭିଡ୍ ନିୟମକୁ ଫୁ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ । କରୋନା ଆକ୍ରାଙ୍କ ମୃତଦେହକୁ ଅଟୋରେ ନିଆଗଲା ଶ୍ମଶାନ । ଏଭଳି ଚିତ୍ର ଆସିଛି ତେଲେଙ୍ଗାନରୁ । ନିଜାମାବାଦର ସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ଶେଷକୃତ୍ୟ ପାଇଁ ମର ଶରୀରକୁ ଅଟୋରେ…