Latest Odisha News

BREAKING NEWS

Browsing Tag

covid-19 positive

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ଏମ୍‌ସର ୩୦୦ରୁ ଅଧିକ ଷ୍ଟାଫ୍‌ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବଢୁଛି କରୋନା କାୟା। ରିପୋର୍ଟ ଅନୁଯାୟୀ ଜାନୁଆରୀ ୧ରୁ ଏପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମ୍ସର ଓପିଡି ବନ୍ଦ…

୧୭ ଡାକ୍ତର କରୋନା ପଜିଟିଭ; ପାଟନା

ପାଟନା: ପାଟନାରେ ଥିବା ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୧୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହୋଇଥିବା ସମସ୍ତ ଡାକ୍ତର ଡିସେମ୍ବର ୨୮ ରେ ପାଟନାରେ ଅନୁଷ୍ଠିତ ଭାରତୀୟ ମେଡିକାଲ୍ ଆସୋସିଏସନର ବାର୍ଷିକ ବୈଠକରେ ଯୋଗ ଦେଇଥିଲେ। NMCH ଅଧିକାରୀମାନେ…

ଓମିକ୍ରନ୍‌ ଭୟ;୧୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପାଟନା: ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୮ ଟି ନୂଆ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି। ଯେଉଁଥିରେ ପାଟନାରେ ୧୦୫ ଟି ମାମଲା ରହିଛି। ଅଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ମଧ୍ୟରେ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। ପାଟନାରେ କୋଭିଡ-୧୯ ମାମଲା…

୧୦ ମନ୍ତ୍ରୀ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କହର ଜାରି ରହିଛି। ସାଧାରଣ ଲୋକଙ୍କ ସହ ମହାରାଷ୍ଟ୍ରର ମନ୍ତ୍ରୀମାନେ ମଧ୍ୟ କରୋନା କବଳରେ ପଡ଼ିଛନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର କହିଛନ୍ତି ଯେ ରାଜ୍ୟର ୧୦ ଜଣ ମନ୍ତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପାୱାର କହିଛନ୍ତି,…

ତୃତୀୟ ଲହରକୁ ନେଇ ବଢୁଛି ଭୟ; ଅଗଷ୍ଟ ପ୍ରଥମ ୧୦ ଦିନରେ ୫୪୩ ପିଲା ପଜିଟିଭ ଚିହ୍ନଟ

ବେଙ୍ଗାଲୁରୁ: ଭୟ ବଢାଇଲାଣି ତୃତୀୟ ତରଙ୍ଗ। ବେଙ୍ଗାଲୁରୁରେ ଅଗଷ୍ଟ ପ୍ରଥମ ୧୦ ଦିନରେ ମୋଟ ୫୪୩ ପିଲା କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏ ନେଇ ମ୍ୟୁନିସିପାଲିଟି କର୍ପୋରେସନ୍ ଶୁକ୍ରବାର ଦିନ ସୂଚନା ଦେଇଛି। ସମୁଦାୟ ୫୪୩ ମଧ୍ୟରୁ ୨୭୦ ଜଣ ଝିଅ ଏବଂ ୨୭୩ ଜଣ ପୁଅ ଅଛନ୍ତି।…

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ କରୋନା, କହିଲେ- ‘ଭୂତାଣୁକୁ ହରାଇବି’

ମୁମ୍ବାଇ: କଙ୍ଗନାଙ୍କୁ କରୋନା । ବି-ଟାଉନର ଚର୍ଚ୍ଚିତ, ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ବିବାଦରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରଣାୱତ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ କଙ୍ଗନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । View this post…

କ୍ରିକେଟର ଧୋନିଙ୍କ ବାପା, ମାଆ କରୋନା ପଜିଟିଭ୍

ରାଞ୍ଚି: କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ବାପା, ମାଆ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ଧୋନିଙ୍କ ପାତି ପାନ ସିଂହ ଓ ମାତା ଦେବିକା ଦେବୀ ବାରିୟାତୁ ରୋଡ୍ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଏହି ଜିଲ୍ଲାରୁ ଚିହ୍ନଟ ହେଲେ କୁମ୍ଭ ମେଳାରୁ ଫେରିଥିବା ୧୦ ଜଣ ପଜିଟିଭ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକକୁ କୁମ୍ଭ ମେଳାରୁ ୨୯ ଜଣ ଫେରିଥିବା ବେଳେ ୧୦ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ୨୯ ଜଣ ରବିବାର ଜିଲ୍ଲାକୁ ଫେରିଥିଲେ । ଆଣ୍ଟିଜେନ୍ ଟେଷ୍ଟରେ ସେମାନଙ୍କ ରିପୋର୍ଟ ପଜିଟଭ୍ ଆସିଛି । କୁମ୍ଭ ମେଳାରୁ ରାୟଗଡ଼ା ଜିଲ୍ଲାକୁ ପ୍ରାୟ ୭୦…

କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କରୋନା ପଜିଟିଭ

ନୂଆଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଶୁକ୍ରବାର ଦିନ କୋଭିଡ୍‌ ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। କଂଗ୍ରେସ ଦଳର ମୁଖ୍ୟ ମୁଖପାତ୍ର ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, "ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି।…