Latest Odisha News

BREAKING NEWS

Browsing Tag

covid-19 positive

ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ୪ ଛାତ୍ର କରୋନା ପଜିଟିଭ୍

ଭୁବନେଶ୍ୱର: ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟର ଆଉ ଚାରି ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋସିଓଲୋଜି ବିଭାଗର ଜଣେ ଛାତ୍ର କରୋନା ସଂକ୍ରମିତ ହେବାର ଗୋଟିଏ ଦିନ ପରେ ଆଉ ୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, ନୂତନ…

ନବଜାତ ଯାଆଁଳା ଶିଶୁଙ୍କୁ କରୋନା; ଭଦୋଦରା

ଭଦୋଦରା: ଗୁଜୁରାଟର ଭଦୋଦରାଠାରେ ଏକ ନବଜାତ ଯାଆଁଳା ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଦୋଦରା, ଏସଏସଜି ହସ୍ପିଟାଲ, ପେଡିଆଟ୍ରିକ୍ସ ବିଭାଗର ମୁଖ୍ୟ ଡ. ଶିଲ ଆୟରଙ୍କ ଅନୁଯାୟୀ ନବଜାତ ଶିଶୁଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା…

ରଣବୀରଙ୍କ ପରେ ଆଲିଆ ଭଟ୍ଟଙ୍କୁ କରୋନା

ମୁମ୍ବାଇ: ଆଉ ଜଣେ ବଲିଉଡ୍ ବିଉଟିଙ୍କୁ କରୋନା । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ଆଲିଆ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି- ‘କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୁଁ ନିଜକୁ ହୋମ୍ ଆଇସେଲସେନରେ ରଖିଛି ।…

ପୂର୍ବତନ ବୋଲର ସଲିଲ ଅଙ୍କୋଲା କୋଭିଡ ୧୯ରେ ସଂକ୍ରମିତ,ପୋଷ୍ଟ ଲେଖି କହିଲେ- ‘ଏହା ଅତ୍ୟନ୍ତ ଭୟାନକ’

ମୁମ୍ବାଇ: ଅଭିନେତା ତଥା ପୂର୍ବତନ ବୋଲର ସଲିଲ ଅଙ୍କୋଲାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ସଲିଲ ତାଙ୍କ ଇନଷ୍ଟାଗ୍ରାମରେ ହସପିଟାଲର ଏକ ଫଟୋ ସେୟାର କରିଛନ୍ତି । କୋଭିଡ ୧୯ ଦ୍ୱାରା ସଂକ୍ରମିତ ହେବା ପରେ…

ଲାଗୁନି ବ୍ରେକ୍‌, ଭୁବନେଶ୍ୱରରେ ପୁଣି ୮୭ ପଜିଟିଭ

ଭୁବନେଶ୍ୱର: ସାରା ରାଜ୍ୟରେ କଲବଲ କଲାଣି କରୋନା । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧ ଜଣ କ୍ୱାରେଂଟାଇନ୍ ଥିବାବେଳେ ୪୬ ଜଣ…