Latest Odisha News

BREAKING NEWS

Browsing Tag

COVID-19 Vaccination

କୋଭିଡ-୧୯ ଟିକା ପ୍ରମାଣପତ୍ରରେ କାହିଁକି ରହିଛି ମୋଦୀଙ୍କ ଫଟୋ?

ନୂଆଦିଲ୍ଲୀ: ଟିକାକରଣ ପ୍ରମାଣପତ୍ରରେ କାହିଁକି ରହିଛି ମୋଦୀଙ୍କ ଫଟୋ? ଏ ନେଇ ଜବାବ୍‌ ରଖିଲେ କେନ୍ଦ୍ର ସରକ‌ାର। କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଆଣ୍ଟି-କୋଭିଡ-୧୯ ଟିକା ପାଇବା ପରେ ପ୍ରଦାନ କରାଯିବାକୁ ଥିବା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ଥିବା…

ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକା ନେଲେ ଭାରତୀୟ ମହିଳା କ୍ରିକେଟ ଟିମ୍, ୟୁକେର ଦିଆଯିବ ଦ୍ୱିତୀୟ ଡୋଜ୍

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମର ସମସ୍ତଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏବେ ଦଳର ସଦସ୍ୟ ମୁମ୍ବାଇରେ କ୍ୱାରେଣ୍ଟାଇନରେ ଅଛନ୍ତି । ସୂତ୍ର ଅନୁସାରେ, ସମସ୍ତଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ୟୁକେରେ…

ଗ୍ରୀଷ୍ଣ ପ୍ରବାହ ଲାଗି ରାଜ୍ୟରେ କୋଭିଡ୍ ଟିକାକରଣ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଏନେଇ…

ଆଜିଠୁ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ୪୫ ବର୍ଷରୁ ଅଧିକ ସମସ୍ତେ ଟିକା ନେଇ ପାରିବେ । ଏଥିପାଇଁ ଆଉ ମେଡିକାଲ୍ ସାର୍ଟିଫିକେଟ ଆବଶ୍ୟକ ନାହିଁ । ପରିଚୟ ପ୍ରମାଣପତ୍ର ଦେଖାଇ ସରକାର ଓ ଘରୋଇ ସେଣ୍ଟରରେ ଟିକା ନେଇପାରିବେ । ହିତାଧିକାରୀ ଅନଲାଇନ୍‌ କିମ୍ବା ଅନ୍‌-ଦି-ସ୍ପଟ୍‌…

୩ ଦିନ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ କୋଭିଡ୍ ଟିକା ଦେବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତଙ୍କ…