Latest Odisha News

BREAKING NEWS

Browsing Tag

COVID-19

ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ବଢ଼ି ଚାଲିଛି କରୋନାରେ ପ୍ରାଣ ହରାଉଥିବା ମୃତକଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ପୁଣି ଥରେ ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ଭୁବନେଶ୍ୱରରେ ୬୦ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା ଜିତୁଛି ଓଡ଼ିଶା । ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ୬୦ ତଳକୁ ଖସିଛି । ଗତ ୨୪ ଘଂଟାରେ ଭୁବନେଶ୍ୱରରେ ୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି । Update on newly detected #COVID19…

ଗଞ୍ଜାମରେ ଦୀପାବଳି କଟକଣା, ନଭେମ୍ବର ୩୦ ଯାଏଁ ବାଣ ମନା

ଗଞ୍ଜାମ: ଗଞ୍ଜାମରେ ଫୁଟିବନି ବାଣ । ଲାଗିଲା ଦୀପାବଳି କଟକଣା । ମହାମାରୀ କରୋନା ପାଇଁ କଟକଣା ଲଗାଇଲେ ଗଂଜାମ ଜିଲ୍ଲାପାଳ । ଜିଲ୍ଲାରେ ନଭେମ୍ବର ୩୦ ତାରିଖ ଯାଏଁ ବାଣ ନିଷେଧ କରାଯାଇଛି । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।…

ଭୁବନେଶ୍ୱରରେ ବାଲିଯାତ୍ରା ବାତିଲ

ଭୁବନେଶ୍ୱର: କଟକ ପରେ ଭୁବନେଶ୍ୱରରେ ବନ୍ଦ ହେଲା ବାଲିଯାତ୍ରା । ଏନେଇ କମିଶନରେଟ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ…

ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ୧୦୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନାର ପ୍ରକୋପ । ଖସୁଛି କରୋନା ମିଟର । ପ୍ରତିଦିନ ୨ ହଜାର ତଳକୁ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୨୧୯ ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୮ଜଣ କ୍ୱାରେଣ୍ଟାଇନ୍‌ରେ…

କାହାକୁ ଆଗ ମିଳିବ କରୋନା ଟିକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀରେ ଆସିବ କରୋନା ଟିକା । ଏନେଇ ସମ୍ଭାବନା ରହିଛି । ଯଦି ସବୁ କିଛି ଠିକ୍ ରୁହେ ଏବଂ ଭାରତ ବାଓଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଟିକା ଯଦି ଫେବ୍ରୁଆରି ସୁଦ୍ଧା ଆସେ ତେବେ ଏହି ଟିକାକୁ ପ୍ରଥମେ କାହାକୁ ଦିଆଯିବ, କେମିତି ଦିଆଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ…

ରାଜଧାନୀରେ କମୁଛି କରୋନା ସଂକ୍ରମଣ, ଆଉ ୬୪ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ବାହାରିଛନ୍ତି ଆଉ ୬୪ ଜଣ କରୋନା ପଜିଟିଭ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬୪୭ରେ ପହଞ୍ଚିଛି । Update…

ପୁଣି କରୋନା ନେଲା ଜୀବନ, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉଛି କରୋନା ମିଟର । ହେଲେ କମୁନି ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୧୦ରୁ ଅଧିକ ସଂକ୍ରମିତଙ୍କ ମୁଣ୍ଡ ନେଉଛି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଆଉ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ…

ରାଜ୍ୟରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା । ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ପଜିଟିଭ ସଂଖ୍ୟା କମୁଛି । କମ୍ ସଂଖ୍ୟକ କରୋନା ଚିହ୍ନଟ ହେଉଥିଲେ ମଧ୍ୟ ଆଜି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୪୦ରେ…

‘କରୋନା ରୋକିବାରେ କାମ ଦେଉଛି ଆଇଭରମେକ୍ସିନ’

ଭୁବନେଶ୍ୱର: ମାରାତ୍ମକ କରୋନା ରୋକିବାରେ ସଫଳ ହେଛି ଆଇଭରମେକ୍ସିନ । ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ସିନର ୨ଟି ଡୋଜ କୋଭିଡ୍‌ ଭୂତାଣୁ ସଂକ୍ରମଣକୁ ୭୩%…