Latest Odisha News

BREAKING NEWS

Browsing Tag

COVID-19

କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିବାକୁ ନେଇ ଆକ୍ରମଣ; ଜଣେ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତର ନିଳକଣ୍ଠପୁର ଗାଁରେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ନେଇ ଗଣ୍ଡଗୋଳ ଘଟିଛି । ଗଣ୍ଡଗୋଳରେ ଜଣେ  ବ୍ୟକ୍ତି ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଗାଁର ଜଣେ ଯୁବକ ଜିଲା ଓ ଜିଲା ବାହାରୁ ବୁଲାବୁଲି କରି ଗାଁକୁ…

ଯାଜପୁରରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୭୬କୁ ବୃଦ୍ଧି

ଯାଜପୁର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଆଜି ଗୋଟିଏ ଦିନରେ ଓଡ଼ିଶାରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ରାଉରକେଲାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

ଭୁବନେଶ୍ୱର: ରାଉରକେଲାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି । ଏହି ଆକ୍ରାନ୍ତ ଜଣକ କୋଲକାତା ଫେରନ୍ତା ଏବଂ ତାଙ୍କୁ ୪୯ ବର୍ଷ । ସେ କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟାଇନରେ ରହିଥିବା ନେଇ ଆଜି ସନ୍ଧ୍ୟାରେ…

ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର

ନୂଆଦିଲ୍ଲୀ: ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ଭାରତ ସରକାର ମଞ୍ଜୁର କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ବିମାନ କିମ୍ବା ନୌସେନା ଜାହାଜ ଜରିଆରେ କରାଯିବ। ଏ ସମ୍ପର୍କରେ ଏକ ମାନକ ପରିଚାଳନା…

ଚୀନ୍ ଲ୍ୟାବ୍‌ରୁ ହିଁ ବ୍ୟାପିଛି କରୋନା ଭୂତାଣୁ: ଆମେରିକା

ୱାଶିଂଟନ: ପୂର୍ବରୁ ଆମେ କହି ଆସୁଛୁ ଯେ, ଚୀନର ଉହାନସ୍ଥିତ ଏକ ଲାବୋରେଟୋରିରୁ ହିଁ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିଛି, ସୋମବାର ଦିନ ଏହି ଦୃଢୋକ୍ତି ପ୍ରକାଶ କରିଛି ଆମେରିକା । ‘ଦି ଗାର୍ଡ଼ିଆନ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଆଜି…

ଭାରତୀୟ ନୌସେନା ପକ୍ଷରୁ ‘ଓଡ଼ିଶା ପୋଲିସ’କୁ ପ୍ରଶଂସା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ଓଡ଼ିଶା ପୋଲିସର ନିରନ୍ତର ସେବା ଲାଗି ‘କରୋନା ଯୋଦ୍ଧା’ ମାନଙ୍କୁ ଭାରତୀୟ ନୌବାହିନୀ ପକ୍ଷରୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି । ଓଡ଼ିଶାରେ ଥିବା ଭାରପ୍ରାପ୍ତ ନୌସେନା ଅଧିକାରୀ (ଏନଓଆଇସି) ଓଡ଼ିଶାରେ କାର୍ଯ୍ୟରତ ସମସ୍ତ…

କରୋନା ଆତଙ୍କ: ବସ୍ ଯୋଗେ ସୁରଟରୁ ଯାଜପୁର ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ

ଯାଜପୁର: ଆଜି ଯାଜପୁର ଫେରିଲେ ସୁରଟରୁ ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଛନ୍ତି ୧୦୫ଜଣ ପ୍ରବାସୀ ଓଡ଼ିଆ । ମିଳିଥିବା ସୂଚନାନୁଯାୟୀ,  ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ…

ଦେଶବାସୀଙ୍କ ସହ ‘ଫେସବୁକ ଲାଇଭ’ରେ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍‍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ…

୨୦୨୦ ଶେଷ ସୁଦ୍ଧା ଆମେରିକାରେ କୋଭିଡ୍‌-୧୯ ଭାକ୍ସିନ୍ ଉପଲବ୍ଧ ହେବ: ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ୍‌: କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୮୦,୦୦୦ ପହଞ୍ଚିବା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାକ୍ସିନ ଉପଲବ୍ଧ ହେବାନେଇ ଦମ୍ଭୋକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୨୦ ଶେଷ ସୁଦ୍ଧା କରୋନା ଭାକ୍ସିନ୍ ଆମେରିକାରେ ଉପଲବ୍ଧ ହେବ ବୋଲି ଗଣମାଧ୍ୟମରେ…