Latest Odisha News
Browsing Tag

COVID-19

ଦେଶର ଅଗମ୍ୟ ଅଞ୍ଚଳରେ ଭାରତୀୟ ଡାକବିଭାଗ ପହଞ୍ଚାଉଛି କୋଭିଡ-19 ନମୁନା ପରୀକ୍ଷା କିଟ୍‌

ନୂଆଦିଲ୍ଲୀ: ଭାରତୀୟ ଡାକବିଭାଗ କୋଭିଡ-୧୯ ନମୁନା ପରୀକ୍ଷଣ ସରଞ୍ଜାମ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ସହ ଏକ ରାଜିନାମା କରିଛି । ଏହି ରାଜିନାମା ବଳରେ ଆଇସିଏମଆରର ୧୬ଟି ଆଞ୍ଚଳିକ ଡିପୋରୁ କୋଭିଡ-୧୯ ନମୁନା ପରୀକ୍ଷଣ ସରଞ୍ଜାମଗୁଡିକୁ…

ଅହେତୁକ ଅହଂକାର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ପୃଥିବୀରେ ପାଖାପାଖି ଆଠଶହ କୋଟି ମଣିଷର ଅହେତୁକ ଗର୍ବ ଅହଂକାର ସୀମା ଟପି ଯାଇଛି । ବିଶେଷ କରି ବିଭିନ୍ନ ଦେଶର ଶାସକ ଓ ପୁଞ୍ଜିପତି ମାନଙ୍କର ଅହଂକାର ଯୋଗୁଁ ମାନବ ସମାଜ ଧ୍ୱଂସମୁଖୀ । ମଣିଷ ମଣିଷକୁ ମାରିବା ପାଇଁ କେତେ…

କାହିଁକି ଜାଣନ୍ତୁ; ପ୍ରତିଦିନ ଡୋନାଲ୍ଡ ଟ୍ରମ୍ପଙ୍କ ହେବ କରୋନା ଟେଷ୍ଟ୍ !

ୱାଶିଂଟନ୍‌: ଆମେରିକାରେ ଏବେ କରୋନା ମହାମାରୀ ଭୀଷଣ ରୂପ ନେଇଛି । ଏହି ମାରାତ୍ମକ ମହାମାରୀ ଦେଶରେ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏଥିଯୋଗୁଁ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ବରିଷ୍ଠ ଅଧିକାରୀ ଏହି ଭୂତାଣୁର ଶିକାର ହୋଇଥିବା ବେଳେ ଜଣେ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶଙ୍କା; ଓଡ଼ିଶା ହୋଇପାରେ ‘କରୋନା ହଟ୍‌ସ୍ପଟ୍‌’ !

ନୂଆଦିଲ୍ଲୀ: ଗୋଟିଏ ଦିନରେ ରାଜ୍ୟରେ ୩୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଆଗାମୀ ଦିନରେ ଓଡ଼ିଶା କରୋନା ହଟ୍‌ସ୍ପଟ୍ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ । ଦେଶରେ ଏବେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଦ୍ରୁତଗତିରେ କରୋନା…

ଗଞ୍ଜାମରେ ୭ କରୋନା ପଜିଟିଭ୍ ଚିହ୍ନଟ: ଓଡ଼ିଶାରେ ଆକ୍ରାନ୍ତଙ୍କ ୨୧୯କୁ ବୃଦ୍ଧି

ଭୁବନେଶ୍ୱର: ଗୁରୁବାର ଦିନ ଗଞ୍ଜାମରେ ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାର କରୋନା ରୋଗୀଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଆଜି ବୃଦ୍ଧି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି । ପଜିଟିଭ୍ ଚିହ୍ନଟ…

ଭାରତରେ ୫୨୩୧ଟି ରେଳ କୋଚରେ କୋଭିଡ ଯତ୍ନ କେନ୍ଦ୍ର ବ୍ୟବସ୍ଥା; ଓଡ଼ିଶାରେ ୯ଟି ଷ୍ଟେସନ ପ୍ରସ୍ତୁତ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୨୩୧ଟି କୋଚକୁ କୋଭିଡ ଯତ୍ନ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି। ଅତି ସାଧାରଣ କୋଭିଡ ସଂକ୍ରମଣ ମାମଲାଗୁଡ଼ିକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁଯାୟୀ ଚିକିତ୍ସା ପାଇଁ ଏଗୁଡ଼ିକୁ କୋଭିଡ-୧୯ ଯତ୍ନ କେନ୍ଦ୍ରରେ ଉପଯୋଗ କରାଯାଇପାରିବ। ଏହି…

ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୧୨ ଛୁଇଁଲା

ଭୁବନେଶ୍ୱର: ପ୍ରାୟ ଏକ ସପ୍ତାହ ବ୍ୟବଧାନ ପରେ ଗୁରୁବାର ଦିନ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନାନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳର…

ମୁମ୍ବାଇରେ ୨୫୦ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ: ପୋଲିସ କମିଶନର୍‌

ମୁମ୍ବାଇ: ଏପର୍ଯ୍ୟନ୍ତ ପାଖାପାଖି ୨୫୦ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ମୁମ୍ବାଇ ପୋଲିସ କମିଶନର୍ ପରମ ବୀର ସିଂହ । କରୋନା ଆକ୍ରାନ୍ତ ହୋଇଥିବା ଏହି ସମସ୍ତ ପୋଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀଙ୍କର କୌଣସି ଲକ୍ଷଣ…

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ୬ ପଞ୍ଚାୟତ କଣ୍ଟେନ୍‌ମେଣ୍ଟଜୋନ୍ ଭାବେ ଘୋଷିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ଆଜି ରସୁଲପୁର ବ୍ଲକର ରାହାମ୍ବା, ଭୋଟକା, ରସୁଲପୁର, ଶ୍ରୀବନ୍ତପୁର, ଜାବରା ଏବଂ ନାଥବର ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷିତ କରିଛନ୍ତି । ଆଜି ଯାଜପୁର ଜିଲ୍ଲାର ରାହାମ୍ବା ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ…

ବାକି ଛୁଟି ବାତିଲ୍‍ ହେଉ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ମହାମାରୀ ଆତଙ୍କ ଏବେ ତ ଥମିବାର ସଂଭାବନା ଆଦୌ ନାହିଁ । ସେହି ଅନୁସାରେ ଦେଶରେ ଲକଡାଉନ ବଢିବାରେ ଲାଗିଛି । ଅନେକ ସ୍ଥାନରେ ଅନେକ କଟକଣା ଲାଗୁ ହୋଇଛି । କ୍ରମଶଃ ଦେଶର ଜିଲ୍ଲାଗୁଡ଼ିକୁ ବିଭିନ୍ନ ରଂଗର ଜୋନରେ…