Latest Odisha News
Browsing Tag

covid positive

ଏସ୍‌ପି ନେତା ମହମ୍ମଦ ଆଜାମ ଖାନ କରୋନା ପଜିଟିଭ

ନୂଆଦିଲ୍ଲୀ: ବର୍ତ୍ତମାନ ସୀତପୁର ଜେଲରେ ରହୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ସାଂସଦ ମହମ୍ମଦ ଆଜାମ ଖାନ ଶୁକ୍ରବାର ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜାମ ଖାନ ଜେଲ ପରିସରରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଜମି…

କରୋନା ପଜିଟିଭ ଜାଣିବା ପରେ ଦମ୍ପତିଙ୍କ ଆତ୍ମହତ୍ୟା

ନୟାଗଡ଼: କୋଭିଡ୍‌ ରିପୋର୍ଟ ପଜିଟିଭ ଆସିବା ପରେ ଏକ ଦମ୍ପତି ଗୁରୁବାର ଦିନ ଓଡିଶାର ନୟାଗଡ଼ ଜିଲ୍ଲାର ଗୋଡିମାଡ ଗ୍ରାମରେ ନିଜ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ଦମ୍ପତି ଭିକାରୀ ପାତ୍ର ଏବଂ ପତ୍ନୀ ଜ୍ୟୋତ୍ସା ପାତ୍ର ବୋଲି ଜଣାପଡିଛି। ସୂଚନାନୁସାରେ,…

କରୋନା ସଂକ୍ରମିତ ବୋଲି ମିଳିଲାନି ଚାରିକାନ୍ଧ, ସାଇକେଲରେ ନେଇ ଶବ ସତ୍କାର କଲା ପୁଅ

ବଲାଙ୍ଗିର: ଭୂତାଣୁ ଭୟରେ ହଜି ଯାଉଛି ମାନବିକତା । ମୃତ୍ୟୁ ପରେ ମିଳୁନି ଚାରିକାନ୍ଧ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଥବା ବେଳେ ବଲାଙ୍ଗିରରୁ ଆସି ହୃଦୟ ବିଦାରକ ଦୃଶ୍ୟ । ବାପାର ମୃତଦେହକୁ ସାଇକଲେରେ ବୋହି ନେଉଛି ପୁଅ । ଏଭଳି ଦୃଶ୍ୟ ସଂକ୍ରମଣ ପାଇଁ ସମ୍ପର୍କ କେତେ…

ଅଭିନେତ୍ରୀ ପୂଜା ହେଗ୍‌ଡେ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଅଭିନେତ୍ରୀ ପୂଜା ହେଗଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ସେ କହିଛନ୍ତି କି, “ସମସ୍ତଙ୍କୁ ନମସ୍କାର। ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ କରି ମୁଁ ନିଜକୁ ପୃଥକ୍‌ ରଖିଛି। ମୁଁ ସମସ୍ତଙ୍କୁ…

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଫେସବୁକରେ ପୋଷ୍ଟ କରି ମନ୍ତ୍ରୀ ସୁଦାମ ମାର୍ଣ୍ଡ୍ରି ଲେଖିଛନ୍ତି ମୋର କରୋନା ପରୀକ୍ଷା ରିପୋର୍ଟ…

ଶ୍ରୀମନ୍ଦିରର ଆଉ ଜଣେ ସେବାୟତ କରୋନା ପଜିଟିଭ

ପୁରୀ: ପୁରୀ ଶ୍ରୀମନ୍ଦିରର ଆଉ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଉତ୍ତରପ୍ରଦେଶର କୁମ୍ଭମେଳାରୁ ଫେରିଥିବା ୩୨ ଜଣଙ୍କ ମଧ୍ୟରେ ଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି। କୁମାର କହିଛନ୍ତି, ସେବାୟତ ବର୍ତ୍ତମାନ…

କରୋନା କବଳରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଉଛି । ନୂଆ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର ଉଭୟ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ନିର୍ବାଚନ ଆୟୋଗର ଶୀର୍ଷ ଦୁଇ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନୀଲ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କରୋନା, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମନମୋହନଙ୍କ କୋଭିଡ୍ ରିପୋର୍ଟ ପିଜିଟିଭ୍ ଆସିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ୮୮ ବର୍ଷିଅ ମନମୋହନ ସିଂହ କରୋନା ଟିକାର ୨ଟି ଯାକ ଡୋଜ୍ ନେବା ପରେ…

୭ ପୋଲିସ କର୍ମଚାରୀ କରୋନା ପଜିଟିଭ; ବନ୍ଦ ହେଲା ପୋଲିସ ଷ୍ଟେସନ

ନୂଆଦିଲ୍ଲୀ: ରବିବାର ଦିନ ୟୁପିର ସମ୍ଭଲ ଜିଲ୍ଲାର ଏକ ପୋଲିସ ଷ୍ଟେସନରେ ୭ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ପୋଲିସ ଷ୍ଟେସନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସଂକ୍ରମିତ ପୋଲିସ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି ଏବଂ ସାନିଟାଇଜେସନ୍ ପାଇଁ…

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କରୋନା ସଂକ୍ରମିତ

କର୍ଣ୍ଣାଟକ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ଶନିବାର ଟ୍ୱିଟରରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ପୃଥକ ରହିବାକୁ କହିଛନ୍ତି।…