Latest Odisha News

BREAKING NEWS

Browsing Tag

covid positive

ମନ୍ତ୍ରୀ କୈଲାଶ ଗହଲୋଟ୍‌ଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀର ପରିବହନ ଏବଂ ଆଇନ ମନ୍ତ୍ରୀ କୈଲାଶ ଗହଲୋଟ୍ ବୁଧବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି କହିଛନ୍ତି ଯେ, ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ମୁଁ ଘରେ ପୃଥକ୍‌ ଭାବେ ରହିଛି। ଏହାସହିତ ସମ୍ପ୍ରତି ଯେଉଁମାନେ ମୋ ସହ ସଂସ୍ପର୍ଶରେ…

ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କରୋନା ପଜିଟିଭ୍

ପିପିଲି: ପିପିଲି ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ‌ ଅଜିତ‌ ଶନିବାର ଦିନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ତେବେ ସେ କଂଗ୍ରେସ କର୍ମୀଙ୍କୁ ଗୁଜବ ପ୍ରଚାର ନକରିବା ଏବଂ ଦଳ…

ଭୁବନେଶ୍ବରରୁ ୧୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୩ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୪ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ, ୭୯ ଲୋକାଲ କେସ୍‌ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ଚିହ୍ନଟ…

ଭୁବନେଶ୍ବରରୁ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ମୋଟ ୭୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସେଥି ମଧ୍ୟରୁ ଭୁବନେଶ୍ବରରୁ କେବଳ ୭୧ ଜଣ…

ଗୋଟିଏ ସ୍କୁଲର ୨୬ ଛାତ୍ର କରୋନା ପଜିଟିଭ

କର୍ଣ୍ଣାଟକ: ଶନିବାର ଦିନ କର୍ଣ୍ଣାଟକର ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଦାଭାନାଗେରର ବାସଭାନାହଲ୍ଲୀ ହାଇସ୍କୁଲ ଏବଂ କଲେଜରେ ଅଫଲାଇନ୍ କ୍ଲାସ୍ ସ୍ଥଗିତ ରଖାଯାଇଛି। ରାଜ୍ୟରେ ଭାଇରସ ବ୍ୟାପିବା ବୃଦ୍ଧି ଯୋଗୁ କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଏଚ୍. ଡି. ଦେବେଗୌଡ଼ା । ଏବେ ସେ ଓ ତାଙ୍କ ପରିବାର ସମସ୍ତେ…

ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତା କରୋନା ପଜିଟିଭ

ନୂଆଦିଲ୍ଲୀ: ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତା କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେ ଇନଷ୍ଟାଗ୍ରାମରେ ମଧ୍ୟ ଏହା ପ୍ରକାଶ କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ସିଙ୍ଗାପୁରର ଏକ ପୁନରୁଦ୍ଧାର କେନ୍ଦ୍ରରେ ସଙ୍ଗରୋଧରେ ଅଛନ୍ତି। । ୫୦ ବର୍ଷ ବୟସ୍କା ରିତୁପର୍ଣ୍ଣା…

କରୋନା କବଳରେ ଆଉ ଜଣେ ଅଭିନେତା !

ମୁମ୍ବାଇ: ସତରେ ଯେମିତି ଏବେ ବଲିଉଡରେ ପଡିଛି କରୋନା ଚଡକ । ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହି ଧାରାରେ ଜଣେ ଜଣାଶୁଣା ଅଭିନେତା ବି ସାମିଲ ହୋଇଛନ୍ତି । ଅନ୍ୟ କେହି ନୁହେଁ ବରଂ ଅଭିନେତା ତଥା ହୋଷ୍ଟ ମନିଷ ପୌଲ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ…

କରୋନା ଆକ୍ରାନ୍ତ ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ବଲିଉଡରେ ଜଣଙ୍କ ପରେ ଜଣଙ୍କୁ ଆକ୍ରାନ୍ତ କରିଚାଲିଛି କରୋନା। ବିଗ୍-ବି ଠାରୁ ଆରମ୍ଭ କରି ଅନେକ ନମିଦାମୀ କଳାକାର କରୋନାର ଆକ୍ରାନ୍ତ ହେବା ପରେ ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତା ଚିହ୍ନଟ ହୋଇଛନ୍ତି କୋଭିଡ ପଜିଟିଭ। ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ସାଂସଦ ସନି ଦେଓଲ୍…

କରୋନା ଭୂତାଣୁ ବାଣ୍ଟିଲା ଗହଣା ଦୋକାନ, କୋକୁଆ ଭୟରେ ଗ୍ରାହକ !

ଇନ୍ଦୋର: ଧନ୍‌ତେରାସ୍ ଓ ଦୀପାବଳିରେ ସୁନାଗହଣା ଦୋକାନରେ ଲାଗିଥିଲା ଅପ୍ରତ୍ୟଶିତ ଭିଡ । ନୂଆ ଗହଣାଗାଣ୍ଠି କିଣିବା ପାଇଁ ଲୋକଙ୍କ ମନରେ ଥିଲା ଉତ୍ସାହ ଓ ଉଦ୍ଦିିପନା । ହେଲେ ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଗହଣା ଦୋକାନରେ ଅଳଙ୍କାର କିଣି ଲୋକେ କୋକୁଆ ଭୟରେ ରହିବାକୁ ବାଧ୍ୟ ହୋଇଛନ୍ତି ।…