Latest Odisha News
Browsing Tag

Covid Vaccination Drive

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍‌ ଟିକାକରଣ

ଭୁବନେଶ୍ୱର: ଟିକାକରଣ ଅଭିଯାନରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ବୁଧବାର ରାତି ୧ ଟା ପର୍ଯ୍ୟନ୍ତ ୨,୦୦,୨୧,୮୧୪ ଡୋଜ ଟିକା ଦିଆଯିବା ସହିତ ବଡ ସଫଳତା ହାସଲ କରିପାରିଛି ଓଡ଼ିଶା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି କହିଛି ଯେ “୨ କୋଟି ଡୋଜ ସଫଳତାର ସହ ପରିଚାଳିତ…

ଭାରତର ଚିନ୍ତା ବଢ଼ାଉଛି ୫ ରାଜ୍ୟ, ଟିକା ନେଲେଣି ସାଢ଼େ ୩ କୋଟି ଲୋକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ୫ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ୨୮ ହଜାର ୯୦୩ ସଂକ୍ରମଣ ମାମଲାରୁ ଏହି ୫ ରାଜ୍ୟରୁ ୭୧.୧୦ ପ୍ରତିଶତ…

ରାଜ୍ୟରେ କୋଭିଡ୍ ଟିକା ନେଲେଣି ୪ ଲକ୍ଷ ୧୧ ହଜାର ୯୩୯ ଜଣ

ଭୁବନେଶ୍ୱର: ଜାନୁଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୧୭୫ଟି ସାଇଟରେ ଟିକାକରଣ ହୋଇଥିବା ବେଳେ ୩୧ଟି ସ୍ଥାନରେ କୋଭାକ୍ସିନ୍ ଟିକା ଦିଆଯାଇଛି । ୧୧୧ଟି ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ ସେଥିରୁ ୨୦ଟିରେ କୋଭାକ୍ସିନ୍…

ଟିକାକରଣ ପୂର୍ବରୁ ଆଜି ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ବଡ଼ ଅଭିଯାନ ଆରମ୍ଭ କରିବ ଭାରତ । ଦେଶବ୍ୟାପୀ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାପୂର୍ବରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ଏହି ବିଚାରବିମର୍ଶ ହେବ ।…