Latest Odisha News

BREAKING NEWS

Browsing Tag

covid vaccine

ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି ଯେ କରୋନା ଭାଇରସ ବିରୋଧରେ ଟିକା ଦେବା ପାଇଁ କେନ୍ଦ୍ର ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଦେଇଛି। ସେ ଆହୁରି କହିଛନ୍ତି ଯେ, "ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଆମେ କୋଭିଡ୍‌ ଟିକା ପାଇଁ ୩୦ କୋଟି ଲୋକଙ୍କୁ…

ଇସ୍ରାଏଲ୍‌: ଦେଶର ପ୍ରଥମ ନାଗରିକ ଭାବେ କରୋନା ଟିକା ନେଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ; ଆଜିଠାରୁ ହେବ ସାଧାରଣ…

ନୂଆଦିଲ୍ଲୀ: ଇସ୍ରାଏଲରେ ମଧ୍ୟ କରୋନା ଟିକାକରଣ ଆରମ୍ଭ ହୋଇଛି। ଶନିବାର ଏକ ଲାଇଭ୍ ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍‌ୟାହୁ କରୋନା ଟିକା ଗ୍ରହଣ କରିଛନ୍ତି। ଏହା ସହ ସେ ଇସ୍ରାଏଲର ପ୍ରଥମ ତଥା ବିଶ୍ବର ମନୋନୀତ ନେତାମାନଙ୍କୁ ଯୋଗ ଦେଇଛନ୍ତି, ଯେଉଁମାନେ କରୋନା ଟିକା ଗ୍ରହଣ…

ହ୍ୱାଇଟ୍ ହାଉସ ଷ୍ଟାଫଙ୍କୁ ପ୍ରଥମେ ମିଳିବନି କରୋନା ଟିକା: ଟ୍ରମ୍ପ

ଓ୍ୱାଶିଂଟନ୍: ଆମେରିକାରେ ଆରମ୍ଭ ହୋଇଛି କରୋନା ଟିକାକରଣ ପ୍ରକ୍ରିୟା । ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ତେବେ ହ୍ୱାଇଟ୍ ହାଉସ୍ ଷ୍ଟାଫଙ୍କୁ ପ୍ରଥମେ ଟିକା ମିଳିବ ନାହିଁ । ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା…

ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ମୁକାବିଲାର ସମୀକ୍ଷା କରି ରାଜ୍ୟରେ କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇଛି । ଶୀତ ଋତୁର ଆଶଙ୍କା ମଧ୍ୟ…

ବ୍ରିଟେନ୍:‌ କୋଭିଡ୍‌ ଟିକାକରଣରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସାମିଲ୍‌ ହୋଇଛନ୍ତି ଏହି ୮୭ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ଇଂଲଣ୍ଡର ଉତ୍ତର ପୂର୍ବ ଅଞ୍ଚଳରେ ରହୁଥିବା ଭାରତୀୟ ମୂଳର ୮୭ ବର୍ଷିୟ ବ୍ରିଟିଶ ନାଗରିକ ହରି ଶୁକ୍ଲା ସେହି ଲୋକମାନଙ୍କ ମଧ୍ୟରେ ସାମିଲ୍‌ ହେବାକୁ ଯାଉଛନ୍ତି ଯେଉଁମାନଙ୍କୁ କରୋନାର ପ୍ରଥମ ବିକଶିତ ଟିକା ଦିଆଯାଉଛି। ହରି ଶୁକ୍ଲାଙ୍କୁ ଆଜି ଆମେରିକାର କମ୍ପାନୀ ଫିଫାଇଜର ଦ୍ବାରା…

କାନପୁରରେ ସ୍ପୁଟିନିକ୍‌-ଭିର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ; ୧୩ ସ୍ୱ‌େଚ୍ଛାସେବୀଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ: କରୋନା ସଙ୍କଟକୁ ଦୂର କରିବା ପାଇଁ ଦେଶରେ କ୍ରମାଗତ ଭାବରେ କରୋନା ଟିକା ପରୀକ୍ଷଣ ଚାଲିଛି। ଉତ୍ତରପ୍ରଦେଶର କାନପୁରରେ ଋଷିଆର ସ୍ପୁଟିନିକ୍‌-ଭି ଟିକା ପରୀକ୍ଷା କରାଯାଇଛି। କାନପୁରର ଜିଏସଭିଏମ ମେଡିକାଲ କଲେଜରେ ସ୍ପୁଟନିକ-ଭି ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପରୀକ୍ଷା…

କରୋନା ଟୀକାକରଣ ବାଧ୍ୟତାମୂଳକ ନୁହେଁ; ଜୋ ବାଇଡେନ୍‌

ନୂଆଦିଲ୍ଲୀ: କୋଭିଡ -୧୯ ଟିକା ପ୍ରସ୍ତୁତ ହେବା ପରେ ଏହାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିବା ପାଇଁ ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ବାଇଡେନ୍‌ କହିଛନ୍ତି ଆମେରିକାର ଲୋକମାନଙ୍କୁ କରୋନା ଟୀକା ନେବାକୁ ବାଧ୍ୟ କରାଯିବ…

ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କିଛି ସପ୍ତାହ ଭିତରେ ଆସିପାରେ କରୋନା ଟିକା

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ଆଗାମୀ କିଛି ସପ୍ତାହ ଭିତରେ ମିଳିପାରେ କରୋନା ଟିକା । କେବଳ ବିଶେଷଜ୍ଞଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି । ଆଜି ସର୍ବଦଳୀୟ ବୈଠକ ପରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ସାଉଦି ଆରବର ବଡ଼ ଘୋଷଣା; ଦେଶର ନାଗରିକ ଏବଂ ପ୍ରବାସୀଙ୍କୁ ମାଗଣା ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ: ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ୭୦ ପ୍ରତିଶତ ନାଗରିକ ଏବଂ ପ୍ରବାସୀମାନଙ୍କୁ ସଂକ୍ରମଣ ରୋକିବା ପାଇଁ ମାଗଣା ଟୀକାକରଣ କରିବାକୁ ଘୋଷଣା କରିଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଟୀକାକରଣର ଲକ୍ଷ୍ୟ ପୂରଣ ହେବ ବୋଲି ଅଧିକାରୀମାନେ ଆଶା କରୁଛନ୍ତି।…

ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ପାଇଁ ଚାରିଆଡେ ହା ହା କାର । କରୋନା ମୁକାବିଲା ପାଇଁ ପ୍ରାୟ ବିଭିନ୍ନ ଦେଶ ଟିକା ଉତ୍ପାଦନରେ ଲାଗି ପଡିଛନ୍ତି । ଭାରତ ମଧ୍ୟ ଏହି ପ୍ରୟାସ ଜାରି ରଖିଛି। ଏହାରି ଭିତରେ ଆସିଛି ଏକ ଖୁସି ଖବର । ଡସେମ୍ବର ସୁଦ୍ଧା ଭାରତକୁ ୧୦ କୋଟି…