Latest Odisha News

BREAKING NEWS

Browsing Tag

covid vaccine

ଦେଶବ୍ୟାପୀ ଟିକା ପରିବହନ, ବିଭିନ୍ନ ରାଜ୍ୟକୁ ପଠାଯାଉଛି ୫୬ଲକ୍ଷ ଡୋଜ୍

ନୂଆଦିଲ୍ଲୀ: ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଆରମ୍ଭ କରିବ ଭାରତ । ଟିକାକରଣ ପୂର୍ବରୁ ଆରମ୍ଭ ହୋଇଛି ଟିକା ପରିବହନ । ଆଜି ଦେଶର ବିଭିନ୍ନ ରାଜ୍ୟକୁ ପରିବହନ ଆରମ୍ଭ ହୋଇଛି । ପୁଣେରୁ ବିମାନ ଯୋଗେ ପଠାଯାଉଛି ୫୬.୫ଲକ୍ଷ ଡୋଜ୍ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର…

ଆଜି ଓଡ଼ିଶାରେ ପହଞ୍ଚିବ ‘କୋଭିସିଲ୍ଡ’ ଭ୍ୟାକସିନ୍

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକା ପରିବହନ । ବିଭିନ୍ନ ରାଜ୍ୟକୁ ସେରମ୍ ଇନଷ୍ଟିଚ୍ୟୁଟର କୋଭିଡସିଲ୍ଡ ଟିକା ପରିବହନ ଆରମ୍ଭ ହୋଇଛି । ଆଜି ପୁଣେରୁ ଭୁବନେଶ୍ୱରକୁ ଆସିବ କୋଭିସିଲ୍ଡ ଟିକା । ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ…

ଟିକା ସୁରକ୍ଷା ପାଇଁ ଜାରି ହେଲା ଏସଓପି, କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ଦେଶରେ ଆରମ୍ଭ ହୋଇପାରେ କରୋନା ଟିକାକରଣ । ତାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଡ୍ରାଏ ରନ୍ ହୋଇଛି । ଏବେ ଟିକାଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଏସଓପି ଜାରି ହୋଇଛି । ଆଜି ସବୁ ଜିଲ୍ଲା ଓ ମହାନଗର ନିଗମକୁ ଏସଓପିକୁ କଡ଼ାକଡ଼ି ପାଳନ କରିବା ପାଇଁ…

ଭ୍ୟାକସିନ୍ କାଉଣ୍ଟଡାଉନ୍: କିଛି ଦିନ ଭିତରେ ଓଡ଼ିଶାରେ ପହଞ୍ଚିପାରେ କରୋନା ଟିକା

ଭୁବନେଶ୍ୱର: ଦୁଇଟି ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିବା ପରେ କରୋନା ଟିକାକରଣ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଟିକାକରଣ ନେଇ ଓଡ଼ିଶା ତୟାର ରହିଛି । ଗତକାଲି ନେଇ କେନ୍ଦ୍ର ସରକାର ଟିକାକରଣ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଅତି ନିକଟରେ…

ଆସନ୍ତାକାଲି କରୋନା ଟିକା ଡ୍ରାଏ ରନ୍ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତାକାଲି ଦେଶବ୍ୟାପୀ କରୋନା ଟିକା ଡ୍ରାଏ ରନ୍ କରାଯିବ । ଏଥିପାଇଁ ଓଡ଼ିଶାରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦…

ଭାରତରେ କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଆଜି ମିଳିବ ମଞ୍ଜୁରୀ !

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଟିକା କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢୁଛି ଭାରତ । ନୂଆବର୍ଷର ଆଗମନ ସହ ଦେଶବାସୀଙ୍କୁ ମିଳିପାରେ ଭ୍ୟାକସିନ୍ ଆସିବା ନେଇ ବଡ଼ ଖବର । ଆଜି କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଇପାରନ୍ତି ସରକାର । କାଲି ଦେଶବ୍ୟାପି ଟିକା ଡ୍ରାଏ ରନ୍…

ବ୍ରିଟେନ: ବର୍ତ୍ତମାନ ସୁଦ୍ଧା ୬ ଲକ୍ଷରୁ ଅଧିକ ଲୋକଙ୍କୁ ମିଳି ସାରିଲାଣି କରୋନା ଟିକା

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଟେନରେ କରୋନା ମହାମାରୀ ଦ୍ବାରା ୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ବ୍ରିଟେନ ସରକାର ଗୁରୁବାର କହିଛନ୍ତି ଯେ ବ୍ରିଟେନରେ ୬ ଲକ୍ଷରୁ ଅଧିକ ଲୋକଙ୍କୁ ଫାଇଜର-ବାୟୋଟେକ୍ କରୋନା ଟିକା ଦିଆଯାଇଥିଲା। ଏହି ମାସ ଆରମ୍ଭରେ ବ୍ରିଟେନରେ କରୋନା ଟିକା…

କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍

ଓ୍ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦିଆଗଲା କରୋନା ଟିକା । ୭୮ ବର୍ଷୀୟ ବାଇଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାରୁ ତାଙ୍କୁ ଫାଇଜର ଭ୍ୟାକସିନର ପ୍ରଥମ ଡୋଜ୍ ଦିଆଯାଇଛି । ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଖରେ ଟିକାକରଣ…

ଆଜି ରାଷ୍ଟ୍ରପତି ବାଇଡେନ୍‌ଙ୍କ‌ ଟିକାକରଣର ହେବ ସିଧାପ୍ରସାରଣ

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ୍‌ ଲାଇଭ ଟେଲିକାଷ୍ଟ ଜରିଆରେ କରୋନା ଟିକା ଗ୍ରହଣ କରିବେ। ସୂଚନା ଅନୁଯାୟୀ ବାଇଡେନ୍‌ କହିଛନ୍ତି ଯେ ମୁଁ ସୀମା ଅତିକ୍ରମ କରି ଟିକା ପାଇବାକୁ ଚାହୁଁ ନାହିଁ, କିନ୍ତୁ ମୁଁ ନିଶ୍ଚିତ କରିବାକୁ…

ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଲୋକଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି ଯେ କରୋନା ଭାଇରସ ବିରୋଧରେ ଟିକା ଦେବା ପାଇଁ କେନ୍ଦ୍ର ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଦେଇଛି। ସେ ଆହୁରି କହିଛନ୍ତି ଯେ, "ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଆମେ କୋଭିଡ୍‌ ଟିକା ପାଇଁ ୩୦ କୋଟି ଲୋକଙ୍କୁ…