Latest Odisha News

BREAKING NEWS

Browsing Tag

covid19 vaccine

ଆଜିଠୁ ରାଜ୍ୟରେ ଟିକାକରଣ ଜୋରଦାର, ୧୭୩୦ ସେଣ୍ଟରରେ ଦିଆଯିବ ଟିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ଥରେ ଜୋରଦାର ହେବ କୋଭିଡ୍ ଟିକାକରଣ । ଆଜି ମୋଟ୍ ୧୭ଶହ ୩୦ ସେଣ୍ଟରରେ ଲୋକଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ରାଜ୍ୟରେ ୯ଲକ୍ଷ ୫୨ହଜାର ୮୨୦ ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୩ଲକ୍ଷ ୯୧ହଜାର ୫୪୦ ଡୋଜ୍ ମହଜୁଦ ରହିଛି । ରାଜ୍ୟବ୍ୟାପୀ ଆଜିଠୁ ପୁଣି ଥରେ…

୭୦ ଦିନରେ ରାଜ୍ୟରେ ଦିଆଯାଇଛି ୪୦ ଲକ୍ଷ ଡୋଜ୍ ଟିକା

ଭୁବନେଶ୍ୱର: ଜାନୁଆରୀ ୧୬ ରାଷ୍ଟ୍ରୀୟ ଟିକାକରଣ ଦିବସରୁ ଆରମ୍ଭ ହୋଇଥିବା ଟିକାକରଣ ରାଜ୍ୟରେ ଜାରି ରହିଛି । ଏପ୍ରିଲ୍ ୯ ସୁଦ୍ଧା ୭୦ ଦିନ ଭିତରେ ଓଡ଼ିଶା ୪୦ ଲକ୍ଷ ଡୋଜ୍ କୋଭିଟ୍ ଟିକା ଦେଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେବା ସହ ଏଥିପାଇଁ…

କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ମାମଲା ଭିତରେ କୋଭିଡ୍ ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ୍ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ୍ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କହିଛନ୍ତି- ଭୂତାଣୁକୁ…

ବିକଶିତ ହେଉଛି କରୋନା ଟିକାର ନୂତନ ରୂପ; ଆଗକୁ କ୍ୟାପସୁଲ୍ ଭାବରେ ନେଇପାରିବେ ଟିକା

ନୂଆଦିଲ୍ଲୀ: ଭବିଷ୍ୟତରେ ଆପଣ କରୋନାଭାଇରସ୍ ଟିକାକୁ କ୍ୟାପସୁଲ୍ ଭାବରେ ନେଇପାରିବେ। କୋଭିଡ୍‌-୧୯ ଟିକା ର ନୂତନ ଫର୍ମ ବର୍ତ୍ତମାନ ବିଶ୍ବ ର ଅନେକ ଫାର୍ମା କମ୍ପାନୀ ଦ୍ୱାରା ବିକଶିତ ହେଉଛି। ତଥ୍ୟ ଅନୁଯାୟୀ କ୍ୟାପସୁଲ୍ ଫର୍ମରେ ଥିବା ଓରାଲ କୋଭିଡ୍-୧୯ ଟିକା ଯାହା ଭାରତୀୟ ଫାର୍ମା କମ୍ପାନୀ…

ଟିକା ନେଲେ ମୋହନ ଭଗବତ ଓ ଭୟାଜୀ ଯୋଶୀ

ନାଗପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନର ମୁଖ୍ୟ (ଆରଏସଏସ) ମୋହନ ଭଗବତ ଏବଂ ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ନେଇଛନ୍ତି। ଭାରତରେ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ୬୦ ବର୍ଷରୁ ଅଧିକ ଲୋକ…

ଟୀକା ନେବାକୁ ଅମଙ୍ଗ ୬୯% ଭାରତୀୟ : ସର୍ଭେ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତରେ ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । କରୋନା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଲୋକେ ଚାତକ ଭଳି ଏହାର ଟୀକାକୁ ଚାହିଁ ବସିଥିଲେ। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡଟିକା ଓ…

କରୋନା ଟିକା ନେବା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ: ଡିଏମଇଟି

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁସାରେ ୧୦ଦିନ ଭିତରେ ରାଜ୍ୟରେ ପହଞ୍ଚିପାରେ କରୋନା ଟିକା । ପହଞ୍ଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ…

କରୋନା ଟିକା ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରେ DCGI

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ପ୍ରଦାନ ଉପରେ ଆଜି ମିଳିପାରେ ଖୁସି ଖବର । ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରେ ଭାରତୀୟ ଔଷଦ ନିୟାମକ ବା DCGI । ଆଜି ସକାଳ ୧୧ଟାରେ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି DCGI । ଏଥିରେ ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେବା ନେଇ ଘୋଷଣା…

ଟୀକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ଯାଏଁ ଅପେକ୍ଷା କରିବାକୁ ପଡିବ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନାଭାଇରସ୍ ଟୀକାକୁ ସତେ ଯେପରି ଲୋକମାନେ ଚାତକ ପରି ଚାହିଁ ବସିଛନ୍ତି। ତେବେ ଲୋକଙ୍କ ଏହି ଅପେକ୍ଷାର ଅନ୍ତ ବୋଧେ ଏବେ ହେବ ନାହିଁ। ଏମ୍ସ ନିର୍ଦ୍ଦେଶକ ଡ଼. ରଣଦୀପ ଗୁଲେରିଆ ଦେଇଥିବ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ , ଟୀକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ଯାଏଁ…