୨୪ ଘଣ୍ଟାରେ ଭୁବନେଶ୍ୱରରୁ ୨୭ ପଜିଟିଭ, ୪୫ ସୁସ୍ଥ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି।
https://twitter.com/bmcbbsr/status/1336324694459334663?s=19
ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୯ ଓ ସ୍ଥାନୀୟ…