Latest Odisha News

BREAKING NEWS

Browsing Tag

COVID19

କେତେ ସତ କେତେ ମିଛ ? 5G ସାଜିଛି କରୋନାଭାଇରସ୍ ର ମାଧ୍ୟମ !

ଭୁବନେଶ୍ୱର: କରୋନାଭାଇରସ୍‌କୁ ନେଇ ବିଭିନ୍ନ ପ୍ରକାର ସିଦ୍ଧାନ୍ତ ଲୋକଙ୍କ ମନରେ ଘୁରି ବୁଲୁଛି । କିଛି ଏହାକୁ ଚାଇନାର ବାୟୋଲଜିକାଲ୍ ହତିଆର ତ ଆଉ କିଛି କହୁଛନ୍ତି 5G ପାଇଁ ଏହା ଉତ୍ପନ୍ନ ହୋଇଛି । Lockdown's hottest viral trends: raging at the neighbours and torching 5G…

କରୋନା ସହ ଲଢେଇ: ରାଜ୍ୟରେ ଆରମ୍ଭ ହେଲା ମାଗଣା ‘ଟେଲି ମେଡ଼ିସିନ୍ ହେଲ୍‌ପ ଲାଇନ’ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢେଇ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ କରୋନା ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗୁଡ଼ିକ ସାରା ଦେଶରେ ମଧ୍ୟ ପ୍ରଶଂସିତ ହେବାରେ ଲାଗିଛି । ସୋମବାର…

ତେଇଶି ହଜାର ଅଭାବୀଲୋକଙ୍କୁ ଖାଦ୍ୟ ଯୋଗାଇଲା ପୂର୍ବ ତଟ ରେଳପଥ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ସଂକଟ ସମୟରେ ରେଳମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୂର୍ବ ତଟ ରେଳପଥ ଆଇ.ଆର୍‌.ସି.ଟି.ସି. ସହ ମିଳିତ ଭାବେ ଏହାର ମୂଳ ରନ୍ଧନଶାଳା ଖୋର୍ଦ୍ଧାରୋଡ଼୍ ଓ ବିଶାଖାପାଟଣା ଫୁଡ଼୍‌କୋର୍ଟରୁ ଖାଦ୍ୟ ପ୍ରସ୍ତୁତ କରି ଏହାର ପରିସୀମା ମଧ୍ୟରେ ବିଭିନ୍ନ…

ହ୍ରାସ ପାଇଛି ପୃଥିବୀର କମ୍ପନ; କାରଣ କରୋନା ନୁହେଁ ତ !

ଭୁବନେଶ୍ୱର: କରୋନା ଭାଇରସ କାରଣରୁ ପୃଥିବୀ ଯେମିତି ସ୍ଥିର ହୋଇ ଯାଇଛି । ଲକ୍‌ଡାଉନ ଆଗରୁ ଯେମିତି ପୃଥିବୀର କମ୍ପନ ହେଉଥିଲା ଏବେ ସେତେ ହେଉନି । କରୋନା ଭାଇରସ୍ ମୁକାବିଲା ଲାଗି ସାରା ବିଶ୍ୱରେ ଲକଡାଉନ ଚାଲିଥିବା ବେଳେ ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ, ପୃଥିବୀର କମ୍ପନ…

କରୋନା ଅପଡେଟ୍ ; ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି !

ନୂଆଦିଲ୍ଲୀ: ଆମେରିକାର ବ୍ରୋନ୍‌କ୍ସ ପ୍ରାଣୀ ଉଦ୍ୟାନରେ ବାଘୁଣୀ ନାଦିଆ କରୋନାଭାଇରସରେ ସଂକ୍ରମିତ ହେବା ପରେ ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି ହୋଇଛି । Zoos advised to be on high alert, mammals like cats, ferrets and primates to be carefully…

କୋଭିଡ୍‌-୧୯; ମୌଲାନାଙ୍କ ପରେ ପାଦ୍ରୀଙ୍କ ପାଳି, ଆନ୍ଧ୍ରରେ ଜମିଥିଲା ଖ୍ରୀଷ୍ଟଧର୍ମୀଙ୍କ ମେଳି !

ଆନ୍ଧ୍ରପ୍ରଦେଶ: ନିଜାମୁଦ୍ଦିନ୍ ମର୍କଜରେ ମୌଲାନା ସାଦ୍ ପାଇଁ ବିପଦରେ ଭାରତ । ଆଉ ଏବେ ଆନ୍ଧ୍ରାରେ ଜଣେ ପାଦ୍ରୀ ଭାରତ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । Andhra Pradesh: Police arrested a Pastor today for congregating 150 people amid lockdown for Palm…

ସାମାଜିକ ଦୂରତା ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ୯ମିନିଟ୍ ପାଇଁ ନୂଆଦିଲ୍ଲୀରେ ପରିବାର ସହ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀ ଲଢେଇରେ ଆମ ମାନଙ୍କର ସାମାଜିକ ଦୂରତ୍ୱ ପ୍ରତି ସଚେତନତା ଏବଂ ଏକତା ହିଁ…

ପାକିସ୍ତାନ ମୁହଁରେ ଚୂନ ଲଗାଇଲା ଚୀନ; ଭାଇରାଲ୍ ହେଉଛି ଭିଡ଼ିଓ !

ଇସଲାମାବାଦ: ଚୀନ ଓ ପାକିସ୍ତାନର କ୍ଷୀର ନୀର ସମ୍ପର୍କ କଥା କାହାକୁ ଅଛପା ନୁହେଁ । ଚୀନରେ ଉତ୍ପତ୍ତି ହୋଇଥିବା ଘାତକ କରୋନା ଭୂତାଣୁର ସଂକ୍ରମଣ ଏବେ ଚୀନରେ ହ୍ରାସ ପାଇଥିବା ବେଳେ ପାକିସ୍ତାନ ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଚୀନ ସବୁବେଳେ ତାହାର…

କରୋନା ଅପଡ଼େଟ୍‌: ଭାରତରେ ୫୦୫ ନୂଆ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ଟପିଯିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୭୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୦୫ଟି ନୂଆ କେସ୍ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଥିବାର ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବାହାରେ ଗୁଟଖା, ପାନଛେପ ପକାନ୍ତୁ ନାହିଁ; ଜନସାଧାରଣଙ୍କୁ ‘ଆଇସିଏମଆର’ର ନିବେଦନ

ନୂଆଦିଲ୍ଲୀ: ବାହାରେ ପାନ କିମ୍ବା ଗୁଟଖା ଛେପ ନପକାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ୍ ରିସର୍ଚ୍ଚ (ଆଇସିଏମଆର) । ଦେଶର ଏହି ଅଗ୍ରଣୀ ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ସୂଚନା ଦେଇ କହିଛି ଯେ, ପାନ, ଗୁଟକା ପରି ତମ୍ବାଖୁ ଦ୍ରବ୍ୟ ତଥା ଗୁଆ ଖାଇବା ଦ୍ୱାରା…