Latest Odisha News

BREAKING NEWS

Browsing Tag

COVID19

ଲକ୍‌ଡାଉନ୍ ରହିବ ନା ହଟିବ ? ଚିନ୍ତାରେ ସରକାର !

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ସରିଯାଉଛି ଲକ୍‌ଡାଉନର ସମୟସୀମା । ତେବେ ଏହି ଲକ୍‌ଡାଉନର ଅବଧିକୁ ସରକାର ଆଉ କିଛି ଦିନ ବୃଦ୍ଧି କରିବେ ନା ଅନ୍ତ ଘଟିବ ଏହି ଲକ୍‌ଡାଉନ୍ ? ଏହାକୁ ନେଇ ଚିନ୍ତାରେ ରହିଛନ୍ତି କେନ୍ଦ୍ର ସରକାର । Coronavirus cases continue to rise as…

ପାକିସ୍ତାନୀ ଟିଭି ଚ୍ୟାନେଲରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର ମିଥ୍ୟା ଖବର !

ଭୁବନେଶ୍ୱର: ହିତାହିତ ଜ୍ଞାନ ହରେଇ ବସିଛି ପାକିସ୍ତାନୀ ମିଡିଆ । ବିନା କୌଣସି ବଳିଷ୍ଠ ପ୍ରମାଣରେ ବଂଚିଥିବା ବ୍ୟକ୍ତିଙ୍କୁ ନିଜ ଅପରିପକ୍ୱ ମାନସିକତାରେ ମୃତ ଘୋଷଣା କରୁଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କରୋନାଭାଇରସ୍‌ରେ ସଂକ୍ରମିତ ହୋଇ ଆଇସିୟୁରେ ଆଡମିଟ୍ ହୋଇଛନ୍ତି ।…

କରୋନା ଆତଙ୍କ: ଡୋନାଲ୍ଡ ଟ୍ରମ୍ପ୍ କାହିଁକି ଚୀନ ଉପରେ କ୍ଷୁବ୍ଧ !

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା କରୋନା ସଂକ୍ରମଣ ଯୋଗୁଁ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ୟୁହାନ ସହରରୁ ସାରା ବିଶ୍ୱକୁ ବ୍ୟାପି ଯିବାପରେ ବିଶ୍ୱର ଅର୍ଥନୀତି ଏବେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିସାରିଛି । ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର…

ସୁରକ୍ଷା ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ମୁତୟନ କରିବ ଡ୍ରୋନ୍ କ୍ୟାମେରା !

ନୂଆଦିଲ୍ଲୀ: ଯେହେତୁ କୋଭିଡ଼୍‌-୧୯ ଭୂତାଣୁ ସଂକଟ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି ଏବଂ ଏହି ସଂକ୍ରମଣର ବ୍ୟପକତାକୁ ପ୍ରତିହତ କରିବାକୁ ବିଭିନ୍ନ ଦେଶ ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳପଥ ମଧ୍ୟ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିର ଚଳାଚଳ ବନ୍ଦ କରିଛି । କିନ୍ତୁ…

ବଢିପାରେ ଲକ୍‌ଡାଉନ୍ ଅବଧି !

ନୂଆଦିଲ୍ଲୀ: ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କିଛି ମନ୍ତ୍ରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡ଼ାଉନ୍ ପରିସ୍ଥିତିର ଅବଧି ବଢିବା କିମ୍ବା…

ଆଜି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’: ରାଜ୍ୟର ସମସ୍ତ ନର୍ସ, ଡାକ୍ତରଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର: ଆଜି ହେଉଛି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ । ରାଜ୍ୟର ହଜାର ହଜାର ନର୍ସ ଓ ଡାକ୍ତର ଏବେ କରୋନା ଭୂତାଣୁ ସଂକ୍ରମଣ ଜନିତ ଚିକିତ୍ସାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ରାଜ୍ୟର ସମସ୍ତ ନର୍ସ ଓ ଡାକ୍ତରମାନଙ୍କ କର୍ତ୍ତବ୍ୟବୋଧ ଏବଂ ଉତ୍ସର୍ଗୀକୃତ ମନୋଭାବନାକୁ ସମ୍ମାନ ଜଣାଇଛନ୍ତି…

ସବୁର ସମାଧାନ ନୁହେଁ ସର୍ଜିକାଲ୍ ଷ୍ଟ୍ରାଇକ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର କୋଭିଡ଼୍‌-୧୯ ବା କରୋନାର ଆକ୍ରମଣରେ ସାରା ବିଶ୍ୱ ଆଜି ହାହାକାର । ସେଥିପାଇଁ କୋଭିଡ଼୍‌-୧୯କୁ ବିଶ୍ୱମହାମାରୀର ଆଖ୍ୟାା ଦିଆଯାଇଛି । ବିଶ୍ୱର ୨୦୦ରୁ ଉର୍ଦ୍ଧ୍ୱ ଦେଶ ବର୍ତମାନ ଏହି ମହାମାରୀର କବଳରେ । ଚୀନ୍‌ର ଉହାନ୍ ସହରରୁ ଆରମ୍ଭ…

କୋଭିଡ୍‌-୧୯ ; ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ !

ପଶ୍ଚିମବଙ୍ଗ: ବାହାରିନି କରୋନାଭାଇରସ୍‌ର ପ୍ରତିକାରକ । ହେଲେ ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ । କୌଣସି ପ୍ରତିକାରକ ନୁହେଁ ବରଂ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତି ଏପରି ମିଠେଇ ପ୍ରସ୍ତୁତ କରିଛନ୍ତି । ପଶ୍ଚିମବଙ୍ଗ ଯାଦବପୁରର ହିନ୍ଦୁସ୍ତାନ ସୁଇଟ୍ସ ନାମକ…

କୋଭିଡ୍‌-୧୯; ଆଶଙ୍କାରେ ‘ମିଶନ ଗଗନୟାନ୍‌’, ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ !

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଘୁଂଚିପାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO)ର ମିଶନ୍ ଗଗନ୍‌ୟାନ୍ । ଲକ୍‌-ଡାଉନ୍ ପାଇଁ ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ । Indian astronauts' training on hold in Russia due to COVID-19 lockdown…

କରୋନା ଆତଙ୍କ: ଆଇସିୟୁରେ ଭର୍ତ୍ତି ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ୱାସ୍ଥ୍ୟ ଅବସ୍ଥ୍‌ା ଏବେ ଗମ୍ଭୀର ହୋଇ ପଡ଼ିଛି । ତାଙ୍କର ଜରୁରୀ ଚିକିତ୍ସା ଲାଗି ଆଇସିୟୁରେ ଭର୍ତ୍ତି କରାଯାଇଛି । ମାର୍ଚ୍ଚ ମାସରେ କରୋନା ଭୂତାଣୁ ଜନିିତ ସଂକ୍ରମଣ ଯୋଗୁଁ ସେ ଆଇସୋଲେସନରେ ରହି…