Latest Odisha News

BREAKING NEWS

Browsing Tag

COVID19

କୋଭିଡ୍‌-୧୯; ଇଟାଲୀରେ ଆରମ୍ଭ ହେଲା ‘ସପୋର୍ଟ ବାସ୍କେଟ୍‌’ ଅଭିଯାନ !

ଇଟାଲୀ: କରୋନା ମହାମାରୀ ପାଇଁ ଦୁର୍ବିସହ ଅବସ୍ଥାରେ ଇଟାଲୀ । ତଥାପି ପରସ୍ପରକୁ ସହାୟତା କରିବାକୁ ଭୁଲି ନାହାନ୍ତି ଏଠିକାର ବାସିନ୍ଦା । ସାରା ବିଶ୍ୱ ସମେତ ସୋସିଆଲ୍ ମିଡିଆରେ ଏବେ ଇଟାଲୀର ସପୋର୍ଟ ବାସ୍କେଟ୍ ଅଭିଯାନ ଟ୍ରେଣ୍ଡ ସେଟର୍ ପାଲଟିଛି । ବିଶ୍ୱରେ କରୋନା ମହାମାରୀ ନିଜ…

କୋଭିଡ-୧୯; ଜାଣନ୍ତୁ କେଉଁ ରାଜ୍ୟରେ ବଳଦ ଓ ମଇଁଷି ପିନ୍ଧୁଛନ୍ତି ମାସ୍କ ?

ମଧ୍ୟପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି କରୋନା ପ୍ରକୋପ । ଦେଶରେ ଜାରି ହୋଇଛି ୨୧ଦିନିଆ ଲକ୍‌-ଡାଉନ୍ । କରୋନାଠୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବା ସହ ଏକାନ୍ତବାସରେ ବି ରହୁଛନ୍ତି । ମଧ୍ୟପ୍ରଦେଶର ସିହୋର୍ ଜିଲ୍ଲାର ଚନ୍ଦେରୀ ଗାଁରେ କିଛି ନୂଆ…

କୋଭିଡ୍‌-୧୯: ୪୯ ଥର କଲ୍ କଲାପରେ ଯାଇ ଫୋନ୍ ରିସିଭ୍ କଲେ କରୋନା ରୋଗୀ !

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ କରୋନା ଭୟ ଦୂର କରିବାକୁ ଯାଇ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଯଦି କରୋନା ଭୂତାଣୁ ନେଇ କିଛି ଲକ୍ଷଣ ପ୍ରକାଶ ପାଏ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବା ଉଚିତ । ସାମାଜିକ କଟକଣା, ନିଜକୁ…

କରୋନା ଆତଙ୍କ: ଆଜିଠାରୁ କାର୍ଯ୍ୟକ୍ଷମ ହେବ ପିଆଇବିର କୋଭିଡ-19 ଫାକ୍ଟଚେକ୍‌ ୟୁନିଟ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା  କାର୍ଯ୍ୟାଳୟ (ପିଆଇବି) ରେ ଏକ କୋଭିଡ19 ଫାକ୍ଟ ଚେକ ୟୁନିଟ ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଟ ଆଜିଠାରୁ କାର୍ଯ୍ୟକ୍ଷମ ହେବ । କୋଭିଡ19 ସମ୍ପର୍କିତ କେନ୍ଦ୍ର ସରକାରଙ୍କ ସହ ଜଡିତ…

କରୋନା ଆତଙ୍କ: ଆସନ୍ତା କାଲି ସକାଳ ୯ ଟାରେ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା କାଲି, 3 ଏପ୍ରିଲ 2020 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିବେ । At 9 AM tomorrow morning, I’ll share a small video message with my fellow Indians. कल सुबह 9 बजे देशवासियों के साथ…

‘ବିଏସଏନଏଲ’ର ଦୁଇଟି ନୂତନ ପ୍ରିପେଡ୍ ପ୍ଲାନ୍, ୫୦୦ ଜିବି ପର୍ଯ୍ୟନ୍ତ ପାଇବେ ଡାଟା !

ନୂଆଦିଲ୍ଲୀ: ଟେକ୍ ଡେସ୍କ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଏହାର ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ ଦୁଇଟି ନୂତନ ଡାଟା ଯୋଜନା ଲଞ୍ଚ କରିଛି | ଲକଡାଉନ୍ ସମୟରେ, ସମସ୍ତେ ଘରେ ଅଛନ୍ତି ଏବଂ ମୋବାଇଲ୍ ଡାଟା ଉପରେ ନିର୍ଭର କରୁଛନ୍ତି, ଏପରି ପରିସ୍ଥିତିରେ କମ୍ପାନୀ ଉପଭୋକ୍ତାଙ୍କୁ ଉନ୍ନତ…

ଲକଡାଉନ୍ ପ୍ରଭାବ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅଧୀନରେ ୯.୦୭ କୋଟି ଚାଷୀଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା…

ନୂଆଦିଲ୍ଲୀ: କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ୟାକେଜର ଅଂଶ ଭାବରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିଙ୍କୁ କୃଷକମାନଙ୍କୁ ଟ୍ରାନ୍ସଫର କରାଯାଇଛି।  ଏପର୍ଯ୍ୟନ୍ତ ମୋଦୀ ସରକାର ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୪ ମାସର କିସ୍ତି ଭାବରେ ୫,୧୨୫ କୋଟି ଟଙ୍କା…

ଲକଡାଉନ୍ ପ୍ରଭାଵ: ସ୍ମାର୍ଟଫୋନ୍ କମ୍ପାନୀ ୬୦ ଦିନ ବଢାଇଲେ ଫୋନ୍ ୱାରେଣ୍ଟି 

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ହୋଇଥିବା ସମସ୍ତ ଲକଡାଉନ୍ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ହ୍ୟାଣ୍ଡସେଟ୍ କମ୍ପାନୀ ଗ୍ରାହକଙ୍କ ପାଇଁ ୱାରେଣ୍ଟି ରିହାତି  ଘୋଷଣା କରିଛନ୍ତି।  ସମସ୍ତ ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦରେ ୱାରେଣ୍ଟି ଅବଧି ୬୦ ଦିନକୁ ବୃଦ୍ଧି କରିବାକୁ…

କୋଭିଡ୍‌-୧୯: ଲକ୍‌ଡାଉନ୍ ସଫଳ କରିବା ଲାଗି ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନ ଲାଗି ସାରା ଦେଶରେ ପାଳିତ ହେଉଥିବା ଲକ୍‌ଡାଉନକୁ ଜନସାଧାରଣ ସମ୍ପୂର୍ଣ୍ଣ ସଫଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, କେମିକାଲ୍ସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । “ସାମାଜିକ ସୁସ୍ଥତା ବଜାୟ ରଖିବା…

କୋଭିଡ-୧୯; ଜାଣନ୍ତୁ କେଉଁ ଫିଲ୍ମ ଅଭିନେତା ଜୋର୍ଡାନରେ ଅଟକ ?

କେରଳ: ଜୋର୍ଡାନରେ ଅଟକ ମଲୟାଲମ୍ ଫିଲ୍ମ ଆଦୁଜିଭିଥମ୍ ପୂରା ୟୁନିଟ୍ । ଅଭିନେତା ପ୍ରିଥ୍ୱୀରାଜ ଓ ନିର୍ଦ୍ଦେଶକ ବ୍ଲେସିଙ୍କ ସମେତ ୫୮ଜଣ ୟନିଟ୍ ସଦସ୍ୟ ମଧ୍ୟ ଜୋର୍ଡାନରେ ଫସିରହିଥିବା ଜଣାପଡିଛି । ୱାଦି ରମ୍ ମରୁଭୂମିରେ ସୁଟିଂ ଚାଲିଥିବାବେଳେ ଜୋର୍ଡାନ ଅଧିକାରୀ ସୁଟିଂ ବନ୍ଦ କରିବାକୁ…