Latest Odisha News

BREAKING NEWS

କରୋନା ଆତଙ୍କ: ଆସନ୍ତା କାଲି ସକାଳ ୯ ଟାରେ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା କାଲି, 3 ଏପ୍ରିଲ 2020 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିବେ ।

ଆଜି ଏକ ଟ୍ଵିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆସନ୍ତା କାଲି ସକାଳ 9 ଟା ବେଳେ ମୁଁ ପ୍ରିୟ ଦେଶବାସୀଙ୍କ ସହ ଏକ ଭିଡିଓ ବାର୍ତ୍ତା ବାଣ୍ଟିବି । ”

Leave A Reply

Your email address will not be published.