Latest Odisha News

BREAKING NEWS

Browsing Tag

Cuttack SCB Medical College

କିଡନୀ ଚିକିତ୍ସା ପାଇଁ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଡନୀଜନିତ ସମସ୍ୟାକୁ ନେଇ ଜୟପୁରରୁ କଟକ ଏସ୍‌ସିବି ସ୍ଥାନାନ୍ତର ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।  ପ୍ରଥମେ କାଜୁଆଲିଟି ଓ ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।  କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଛି । …

ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର: କଟକ ବଡ଼ ଡାକ୍ତରଖାନାର ବଡ଼ ବିଭ୍ରାଟ

କଟକ: ରୋଗୀ ଦେଖିବା ବେଳେ ହଠାତ୍ ପଳାଇଲା ବିଜୁଳି ଆଲୁଅ । ଟର୍ଚ୍ଚ ମାରି ରୋଗୀ ଦେଖିଲେ ଡାକ୍ତର । ଏହୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ରାଜ୍ୟର ବଡ଼ ଡାକ୍ତରଖାନାରେ ବିଦ୍ୟୁତ ସେବାରେ ବଡ଼ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା । ମାନେ କଟକ ଏସସିବି ମେଡିକାଲରେ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀ…

କୋଭିଡ୍‌ ଡ୍ୟୁଟିରେ ସାମିଲ ହେଲେ ଏସସିବି ମେଡିକାଲ କଲେଜର ୬ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜର ୬ ଜଣ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କରାଯାଇଛି। ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ଯେ କୋଭିଡ୍‌-୧୯ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସୁଗମ ପରିଚାଳନା ପାଇଁ IDCO…

କଟକ ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍, ମହିଳା ରୋଗୀ ଆହତ

କଟକ: ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍ । ଜଣେ ରୋଗୀ ଆହତ ହୋଇଛନ୍ତି । କଟକ ଏସସିବି ସର୍ଜରୀ ଓ୍ୱାର୍ଡରେ ଏହି ଘଟଣା ଘଟିଛି । ଫ୍ୟାନଟି ଛିଣ୍ଡି ଜଣେ ମହିଳା ରୋଗୀଙ୍କ ଉପରେ ଖସି ପଡ଼ିଥିଲା । ଏଥିରେ ମହିଳା ଗୁରୁତର ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା…