Latest Odisha News

BREAKING NEWS

Browsing Tag

Cuttack

କୁଆଖାଇ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

କଟକ : କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। କୁଆଖାଇ ନଦୀରେ ବୁଡ଼ି ଆଜି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି  । ବର୍ତ୍ତମାନ ସୁଦ୍ଧା ନିଖୋଜ ଦୁଇ ଯୁବକଙ୍କର ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ମୁତାବକ, ପାଞ୍ଚ ଜଣ ସାଙ୍ଗ ଏକାଠି ଗାଧୋଉଥିବା…

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ମାସକ ତଳେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ…

ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ଓ କମିଶନରଙ୍କ ଆଲୋଚନା

କଟକ: କଟକ ମହାନଗର ନିଗମ ସମ୍ଳିଳନୀ କକ୍ଷରେ ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ସୁବାଷ ସିଂହ ଓ କମିଶନର ନିଖିଳ ପବନ କଲ୍ୟାଣ ସିଡିଏ ଅଞ୍ଚଳରସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ  । ଆଜି ପ୍ରଥମଥର ପାଇଁ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପବନ କଲ୍ୟାଣଙ୍କ ଆହ୍ବାନ କ୍ରମେ ସିଡିଏ…

ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କଟକ ମେୟର ଓ କମିଶନର

କଟକ: ଆଜି ଅପରାହ୍ନରେ ଓଡ଼ିଶାର ସର୍ବ ବୃହତମ ଶିଶୁ ଚିକତ୍ସା କେନ୍ଦ୍ର ଶିଶୁ ଭବନର ନିର୍ମାଣ କାର୍ଯ୍ୟ ତଦାରଖ କଲେ ମେୟର ସୁବାସ  ସିଂହ  ଏବଂ କଟକ ମହାନଗର ନିଗମ କମିଶନର ନିଖିଳ ପବନ କଲ୍ୟାଣ  । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୧୧୬ କୋଟି ଟଙ୍କା ବିନିମୟରେ ବ୍ରିଜ ଏବଂ ରୂଫ …

[ଦେଖନ୍ତୁ ଭିଡିଓ] କେନ୍ଦ୍ରର ‘ଅଗ୍ନିପଥ’ ଯୋଜନାକୁ ନେଇ କଟକରେ ଆକ୍ରୋଶ

କଟକ: ‘ଅଗ୍ନିପଥ’କୁ ନେଇ ନିଆଁ ଜଳୁଛି । ବିହାର, ରାଜସ୍ଥାନ ଓ ହରିୟାଣା ପରେ ଓଡ଼ିଶାରେ ବି ‘ଅଗ୍ନିପଥ’ ସ୍କିମକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି । ଆଜି କଟକ ଆର୍ମି ନିଯୁକ୍ତି ଅଫିସ୍ ପାଖରେ ‘ଅଗ୍ନିପଥ’କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁବଗୋଷ୍ଠୀ । ଶତାଧିକ ଯୁବକ ରାସ୍ତା…

ଏବର୍ଷ କଟକରେ ହେବ ଐତିହାସିକ ବାଲିଯାତ୍ରା

କଟକ: ଚଳିତ ବର୍ଷ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ନେଇ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର । କୋଭିଡ୍‌ ପାଇଁ ଦୁଇ ବର୍ଷ ଧରି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ବନ୍ଦ ରହିଥିଲା । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା ରଖାଯାଇଛି…

ସ୍ୱେରେଜ କାମ ଶୀଘ୍ର ସାର

ଭୁବନେଶ୍ୱର: ରାଜ୍ୟର ମହାନଗର ଗୁଡ଼ିକରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପ ଶୀଘ୍ର ସାରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଓ ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ…

ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ

କଟକ : ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସାଲେପୁର ସ୍ଥିତ ସତ୍ୟଭାମା ପୁରରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ସମାରୋହର ଆଜି ଥିଲା ଉଦଯାପନୀ ଦିବସ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର…

କଟକ ରେଲୱେ ଷ୍ଟେସନରେ ଆତଙ୍କବାଦୀ ନିପାତର ଡେମୋ

କଟକ : ବନ୍ଧୁକ ଧରି ରେଳଷ୍ଟେସନ ପରିସରରେ ସଜାଗ୍ ଅଛନ୍ତି ଯବାନ । ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଏମାନଙ୍କ ପ୍ରତିଟି ମୂହୁର୍ତ୍ତ ହୋଇପଡିଛି ଗୁରୁତ୍ୱପୂର୍ଣ୍ଣ । ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ତୀକ୍ଷ୍ଣ ନଜର ରଖିଛି ପୋଲିସ ବା ଓସଓଜିର ଯବାନ ମାନେ । କଟକ…

[ଭିଡିଓ] କଟକର କୁନି ପ୍ରତିଭା ଆସ୍ପୃହା ଆଚାର୍ଯ୍ୟ

କଟକ : ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହେବ ହୁଏ । କଟକର ରାଜେନ୍ଦ୍ର ନଗରର କୁନି ପ୍ରତିଭା ହେଉଛନ୍ତି ଆସ୍ପୃହା ଆଚାର୍ଯ୍ୟ । ବୟସରେ ବହୁତ ଛୋଟ ହୋଇଥିଲେ ବି ବିଭିନ୍ନ ଡାନ୍ସରେ ଅଭିନୟ ଓ ଆର୍ଟ କରି ସମସ୍ତଙ୍କ ମନକୁ ଜିଣି ପାରିଛନ୍ତି ସେ । କେତେବେଳେ ବିଭିନ୍ନ ଦେବାଦେବୀଙ୍କ ସଙ୍ଗୀତରେ…