Latest Odisha News

BREAKING NEWS

Browsing Tag

Cyclone BIPARJOY

ଗୁଜରାଟ ନିକଟତର ହେଉଛି ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ଆରବ ସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୁଜରାଟର ଜଖଉ ବନ୍ଦର ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ରହିଥିବା ବେଳେ ଦ୍ୱାରକା ଠାରୁ ପଶ୍ଚିମ-ଉତ୍ତରପଶ୍ଚିମରେ ୧୭୦ କିଲୋମିଟର ଦୂରରେ…

ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ବିପର୍ଯ୍ୟୟ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଜୁରାଟ ତଟ ମୁହାଁ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’। ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା। ସମୁଦ୍ରରେ ଆସିପାରେ ଉଚ୍ଚ ଜୁଆର। ଆଜି ସନ୍ଧ୍ୟା ୪ ଟାରୁ ରାତି ୮ ଟା ମଧ୍ୟରେ ଗୁଜୁରାଟର କଚ୍ଛ ଜିଲ୍ଲା ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା।…

ଗୁଜୁରାଟ ଉପକୂଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆରବସାଗରରେ ସୃଷ୍ଟି ବାତ୍ୟା ବିପର୍ଯ୍ୟୟ ଏବେ ଗୁଜୁରାଟ ମୁହାଁ। ଏଥିଲାଗି ହାଇଆଲର୍ଟ ଜାରି ରହିଛି। ଅସୁରକ୍ଷିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ସରକାରଙ୍କୁ କହିଛନ୍ତି। ଏଥିସହିତ ବିଦ୍ୟୁତ୍,…

ବାତ୍ୟା ବିପର୍ଯ୍ୟୟକୁ ନେଇ ‘ସୌରାଷ୍ଟ୍ର’ ଓ କଚ୍ଛ ଉପକୂଳକୁ ଚେତାବନୀ

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବାତ୍ୟା ଏବେ ମୁମ୍ବାଇ ଠାରୁ ପଶ୍ଚିମରେ ୫୫୦ କିଲୋମିଟର ଦୂରରେ ଥିବା ବେଳେ ପୋରବନ୍ଦର ଠାରକୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୫୦ କିଲୋମିଟର, ସମାନ…

ପାକିସ୍ତାନ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ: ଆରବସାଗରରେ ଶକ୍ତିଶାଳୀ ହୋଇ ବାତ୍ୟା ‘ବିପର୍ଯ୍ୟୟ’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର ଦିଗକୁ ଗତି କରୁଛି । ଏବେ ବାତ୍ୟା ‘ବିପର୍ଯ୍ୟୟ’ ମୁମ୍ବାଇ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ…