Latest Odisha News

BREAKING NEWS

Browsing Tag

Cyclone Gulab

ବାତ୍ୟା ଗୁଲାବ୍‌ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି । ରାଜ୍ୟରେ ପବନର ବେଗ ମଧ୍ୟ ଅଧିକ ହୋଇନାହିଁ । କେବଳ ଗଜପତି ଓ କୋରାପୁଟର କିଛି ସ୍ଥାନରେ ମାଟି ଅତଡ଼ା ଖସିଛି । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମାଲକାନଗିରିରେ ବର୍ଷା ଜାରି ରହିଛି । ତେବେ…

କୋରାପୁଟ ଜିଲ୍ଲାରେ ପ୍ରଭାବ ଛାଡ଼ିଛି ବାତ୍ୟା ଗୁଲାବ

କୋରାପୁଟ: ଆନ୍ଧ୍ର-ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମରେ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶା ଦେଇ ଓଡ଼ିଶା ଅତିକ୍ରମ କରିଛି ବାତ୍ୟା ଗୁଲାବ । କୋରାପୁଟ ଜିଲ୍ଲା ଦେଇ ଯିବା ବେଳେ ସାମାନ୍ୟ ପ୍ରଭାବ ଦେଖାଇଥିଲା ବାତ୍ୟା । କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।…

ଦୁର୍ବଳ ପଡ଼ିଲା ବାତ୍ୟା ଗୁଲାବ: ଡିପ୍ ଡିପ୍ରେସନ୍ ପ୍ରଭାବରେ ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି । ଆଜି ଡିପ୍ ଡିପ୍ରେସନରେ ପରିଣତ ହୋଇଛି ବାତ୍ୟା । ଏହାପରେ ଆହୁରି ଦୁର୍ବଳ ହେଉଛି ବାତ୍ୟା । ସକାଳ ସାଢେ ୫ଟାରେ ଛତିଶଗଡ଼ର ଜଗଦଳପୁରଠାରୁ ୧୧୦ କିମି ପୂର୍ବ-ଦକ୍ଷିଣ ପୂର୍ବ ଓ ଗୋପାଳପୁର ଉପକୂଳରୁ ୨୨୦ କିଲୋମିଟର…

ଆରମ୍ଭ ହେଲା ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ବର : ମାଡି ଆସୁଛି ବାତ୍ୟା ଗୁଲାବ୍ । ଆରମ୍ଭ ହେଲା ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । କଳିଙ୍ଗପଟ୍ଟନମ ଠାରୁ ୨୫ କିଲୋମିଟର ଦୂରରେ ଉପକୂଳ ଅତିକ୍ରମ କରିବ ବାତ୍ୟା । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ । ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ସରିବ ଲ୍ୟାଣ୍ଡଫଲ…

ଜିରୋ କାଜୁଆଲିଟିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର : ମାଡି ଆସୁଛି ବାତ୍ୟା ‘ଗୁଲାବ’ । ଏହା ପୂର୍ବରୁ ବାତ୍ୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିରୋ କାଜୁଆଲ୍ଟି ବା ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧନଜୀବନ ସୁରକ୍ଷା ସହିତ କୋଭିଡ୍ ନିୟମ ପାଳନ ପାଇଁ ଲୋକଙ୍କୁ ନିବେଦନ…

ବାତ୍ୟା ମୁକାବିଲାର ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରାଜ୍ୟରେ ଜୋରଦାର ଚାଲିଛି ପ୍ରସ୍ତୁତି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଆଲର୍ଟରେ ଅଛନ୍ତି । ସ୍ଥିତି ଉପରେ ନଜର ରଖିଛନ୍ତି । ଆଜି ବାତ୍ୟା ମୁକାବିଲାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ସ୍ଥିତି…

ରାତି ୯ଟାରୁ ଆରମ୍ଭ ହେବ ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ୱର: ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୨-୩ ଘଣ୍ଟା ଧରି ଚାଲିବ । ଲାଣ୍ଡଫଲ ସମୟରେ ପବନର ବେଗ ୭୫ ରୁ ୮୫ ଓ ସମୟ ସମୟରେ ୯୫ କିଲୋମିଟର ଝଟକା ପବନ ରହିବ । ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ…

ବାତ୍ୟା ପ୍ରଭାବରେ ଓଡ଼ିଶାର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ସ୍ଥଳଭାଗ ଅଭିମୁଖେ ଅଗ୍ରସର ସହ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଲାଣି । ଆରମ୍ଭ ହୋଇଛି ବର୍ଷା ପବନ । ଆଜି ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ…

ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଲାଣି ବାତ୍ୟା: ଜାଣନ୍ତୁ ପବନର ବେଗ କେତେ ?

ଭୁବନେଶ୍ୱର: ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ଗୁଲାବ । ଦକ୍ଷିଣ ଓଡ଼ିଶା ଉପକୂଳ ଆଡେ ଧୀରେ ଧୀରେ ଅଗ୍ରସର ହେଉଛି । ବର୍ତ୍ତମାନ ଗୋପାଳପୁର ଉରକୂଳଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ଭିତରେ ଥାଇ ବି ପ୍ରଭାବ ଦେଖାଇଲାଣି ଗୁଲାବ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବର୍ଷା ପବନ…

ଆଗକୁ ବଢୁଛି ବାତ୍ୟା ‘ଗୁଲାବ’: ମଧ୍ୟରାତ୍ରିରେ କରିବ ଲାଣ୍ଡଫଲ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା ଗୁଲାବ । ସ୍ଥଳଭାଗ ମୁହାଁ ହେଉଛି । ଅଧିକ ବଳ ଗୋଟାଇ ମାଡି ଆସୁଛି ବାତ୍ୟା । ଏବେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି । ଗୋପାଳପୁର ଉପକୂଳଠାରୁ ୨୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଓ ଆନ୍ଧ୍ରପ୍ରଦେଶରେ…