Latest Odisha News
Browsing Tag

cyclone

ବାତ୍ୟାର ରୂପ ନେଲା ଗଭୀର ଅବପାତ, ଓଡିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିବର୍ତ୍ତନ ହେବାପରେ ଧିରେଧିରେ ବାତ୍ୟାର ରୂପ ନେଇଛି । ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ଆସନ୍ତା ୩୬ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଅବପାତ !

ଭୁବନେଶ୍ୱର/ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଆଇଏମଡିର…

ଆଇଏମଡିର ନୂତନ ଡିଜି ଭାବେ ଦାୟିତ୍ୱ ନେଲେ ଓଡିଶାର ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ : ଓଡିଶାର ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର ଦିନ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବାତ୍ୟା ସମୟରେ ତାଙ୍କ ଟିମ୍ ଲ୍ୟାଣ୍ଡଫଲ ସମ୍ବନ୍ଧୀୟ ସଠିକ ଆକଳନ ଏବଂ ଧନଜୀବନ ହାନିକୁ…

ସାମୁଦ୍ରିକ ଝଡ ‘ଫନି’ର ପ୍ରଭାବ ‘ତିତଲି’ଠୁ ଅଧିକ ଭୟଙ୍କର ହେବ : ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଏକ୍ସଟ୍ରିମଲି୍ ସାଇକ୍ଲୋନିକ୍ ଷ୍ଟ୍ରମ୍ ରୂପ ନେଇ ଓଡିଶା ଉପକୂଳର ନିକଟବର୍ତ୍ତୀ ହେଉଥିବା ବେଳେ ଏହା ‘ତିତଲି’ ବାତ୍ୟା ଠାରୁ ଅଧିକ ଭୟଙ୍କର ହେବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ…

ଗୋପାଳପୁର ଓ ଚାନ୍ଦବାଲି ଦେଇ ମେ’ ୩ରେ ଅତିକ୍ରମ କରିବ ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ୱର : ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଧିରେଧିରେ ଓଡିଶା ନିକଟତର ହେବାରେ ଲାଗିଛି । ଏହା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିମି. ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ବୁଧବାର ସକାଳ ୮.୩୦ ସୁଦ୍ଧା ୧୪.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ…

ସାମୁଦ୍ରିକ ଝଡ ‘ଫନି’: ତୁରନ୍ତ ପୁରୀ ଛାଡିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ

ପୁରୀ : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ବୁଧବାର ଦିନ ରାଜ୍ୟ ସରକାର ସମସ୍ତ ପର୍ଯ୍ୟଟକମାନଙ୍କୁ ପୁରୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଝଡ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ପ୍ରଭାବିତ କରିବା ଆଶଙ୍କା ରହିଥିବାରୁ…

ସାମୁଦ୍ରିକ ଝଡ ‘ଫନି’: ହାଇ ଆଲର୍ଟରେ ଭାରତୀୟ ନୌସେନା

ଭୁବନେଶ୍ୱର : ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି । ଏହା ସୋମବାର ସକାଳ ୫.୩୦ ସୁଦ୍ଧା ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୭୭୦ କିଲୋମିଟର ଦୂରତାରେ ରହିଥିଲା । ଏନେଇ…

ଓଡିଶା ମୁହାଁ ହେଲା ସାମୁଦ୍ରିକ ବାତ୍ୟା ‘ଫନି’, ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଓଡିଶା ଆଡକୁ ମୁହାଁ ହେଉଥିବା ବେଳେ ଏନେଇ ସୋମବାର ଦିନ ରାଜ୍ୟ ସରକାର ସ୍ଥିତି ଅନୁଧ୍ୟାନ କରିବା ସହିତ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସାମୁଦ୍ରିକ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ମୁଖ୍ୟ…