ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୭)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଏମିତି ସବୁ କଥା ତା ମନକୁ ଖୁବ ଭାରାକ୍ରାନ୍ତ କରି ପକାଉଥିଲା ! ଦିନ ଏଗାର ଟା ରୁ ଦିହିପହର ହୋଇଗଲା ! ହେଲେ ?ବିଛଣାରେ ପଡି ପଡି , ବ୍ୟସ୍ତ ହୋଇ ହୋଇ ହାଲ୍କା ଆଖି ଲାଗିଯାଇଥିଲା ଆସ୍ଥାର । ହଠାତ୍ ସେଲ୍ ଫୋନଟି ଅତର୍କିତ…