Latest Odisha News

BREAKING NEWS

Browsing Tag

Debasnana purnima

ଅଣସରରେ ଶ୍ରୀଜୀଉ; କଟକଣା ଯୋଗୁଁ ଭକ୍ତଙ୍କୁ ଅଲାରନାଥ ମନ୍ଦିରରେ ଦର୍ଶନ ମନା

ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ବିନା ଉପସ୍ଥିତିରେ ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି । ଶ୍ରୀଜୀଉମାନଙ୍କ ଅଣସର ନୀତି ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଅଣସର ନୀତି ଚାଲିଥିବା ବେଳେ ଭକ୍ତମାନେ ଠାକୁରମାନଙ୍କୁ ଦର୍ଶନ କରିନପାରି ପୁରୀ ଜିଲ୍ଲା…

ହାତୀ ବେଶରେ ଶ୍ରୀଜଗନ୍ନାଥ; ଜାଣନ୍ତୁ, କାହିଁକି ଏହି ବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଏହି ଅବସରରେ ପାଳିତ ହେଉଛି ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର,…

ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଆରମ୍ଭ, ଭୋର ୪ଟାରେ ସରିବ ପହଣ୍ଡି

ପୁରୀ: ଆରମ୍ଭ ହେଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଆଣୁଛନ୍ତି । ଭୋର ୪ଟା ସୁଦ୍ଧା ପହଣ୍ଡି ଶେଷ ହେବ । ଭୋର ସାଢେ ୪ଟାରେ ମଙ୍ଗଳ ଆରତି, ୪ଟା ୪୦ରେ ମଇଲମ ଓ ୫ଟାରେ ତଡପ ଲାଗି ହେବ । ସକାଳ ୬ଟାରେ…

ଜାଣନ୍ତୁ; କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ଦିଅନ୍ତି ଦର୍ଶନ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ପବିତ୍ର ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପୀ ବଡ଼ଠାକୁର ଶ୍ରୀ ବଳଭଦ୍ର, ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମହାସ୍ନାନ ହୋଇଥାଏ । ଏହି ଅବସରରେ…

ସ୍ନାନଯାତ୍ରା: ୧୦ଟି ନିଯୋଗ କରିବେ ନୀତି, ଟେଷ୍ଟ୍ ଲାଗି ୭୫ ସେବକଙ୍କଠୁଁ ସ୍ୱାବ୍ ସଂଗ୍ରହ

ପୁରୀ: ମହାମାରୀ କରୋନା ଜିନିତ କଟକଣା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା କମ ସଂଖ୍ୟକ ଦଇତାପତିଙ୍କ ସମେତ ଅନ୍ୟ ୧୦ ଟି ନିଯୋଗର କିଛି ନିର୍ଦ୍ଦିଷ୍ଟ ସେବକ ମାନେ ନୀତି ସମ୍ପନ୍ନ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଅଧିକ ପଢନ୍ତୁ: ପୁଣି ଝଲସିବ…

ଶ୍ରୀମନ୍ଦିରରେ ଗୁପ୍ତ ନୀତି ଲାଗି ଦାୟିତ୍ୱ ନେଲେ ଦଇତାପତି ସେବାୟତ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହିଥିବା ଦଇତାପତିମାନେ ଶ୍ରୀଜୀଉଙ୍କ ପାରମ୍ପରିକ ଗୁପ୍ତ ନୀତି କାର୍ଯ୍ୟନିର୍ବାହ କରିଥାନ୍ତି । ବର୍ଷସାରା ଶ୍ରୀମନ୍ଦିରରେ ପଣ୍ଡା…