Latest Odisha News

BREAKING NEWS

Browsing Tag

deer death

ସୋଲାପୁରର ବ୍ରିଜରୁ ଡେଇଁ ୧୨ ହରିଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ଏକ ପୋଲରୁ ଡେଇଁ ୧୨ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି  ମହାରାଷ୍ଟ୍ରର ସୋଲାପୁରସ୍ଥିତ ସୋଲାପୁର-ମାଣ୍ଡ୍ରୁପ ରାସ୍ତାରେ ଥିବା ଏକ ବ୍ରିଜ୍ ନକଟରେ । ହଠାତ୍ ପୋଲରୁ ଡେଇଁବାରୁ ୧୨ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଆହତ ହୋଇଛନ୍ତି।…

[ଭିଡିଓ] ଚିକିତ୍ସା ପୂର୍ବରୁ ଆଖି ବୁଜିଲା ହରିଣ !

ସୋନପୁର: ଅକାରଣରେ ଚାଲିଗଲା ହରିଣର ଜୀବନ । ବନ ବିଭାଗର ଚେଷ୍ଟା ବି ବଂଚିପାରିନଥିଲା ଜୀବନ । ସୋନପୁର କେଲଗାଁ ନଦୀ କୂଳ ନିକଟରେ ପଡିଥିବା ହରିଣକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଉଥିବାବେଳେ ରାସ୍ତାରେ ହିଁ ହରିଣଟିର…