Latest Odisha News

BREAKING NEWS

Browsing Tag

defamation case

୨୧ ରେ ଖୋଲିବ ରାହୁଲଙ୍କ ୨୪ ଭାଗ୍ୟ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ମାନହାନି ମାମଲା ପ୍ରସଙ୍ଗରେ ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳି ନ ଥିଲା। ତଳ…

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ମାନହାନି ମାମଲାରେ ଦଣ୍ଡ ଉପରେ ହାଇକୋର୍ଟଙ୍କ ରୋକ!

ଭୁବନେଶ୍ୱର: ମାନହାନୀ ମାମଲାରେ ରାହୁଲଙ୍କୁ ଆସ୍ୱସ୍ତି। ମୋଦି ସାଙ୍ଗିଆ ସଂପର୍କିତ ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ରାହୁଲଙ୍କୁ ସାମୟିକ ଆସ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏ ସମ୍ପର୍କରେ ଶୁଣାଣି କରିବା ସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡମୂଳକ…

‘ମାନହାନି ମାମଲା’, ରାହୁଲଙ୍କ ପରେ ତେଜସ୍ୱୀଙ୍କ ପାଳି

ଭୁବନେଶ୍ୱର: ମାନହାନି ମାମଲା ପ୍ରସଙ୍ଗକୁ ନେଇ ରାହୁଲ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଏବେ ଆରଜେଡି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବଙ୍କ ବିରୋଧରେ ମାନହାନି ମକଦ୍ଦମା ହୋଇଛି। ବିରୋଧୀ ପକ୍ଷର ଅନ୍ୟ ଏକ ପ୍ରମୁଖ ଚେହେରା ତେଜସ୍ୱୀ ଯାଦବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର…

ସାଂସଦ ପଦ ଯିବାର ୧୧ ଦିନ ପରେ ଲଢ଼ିବେ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ: ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି… ରାହୁଲଙ୍କ ଏହି ବୟାନ ତାଙ୍କ ସାଂସଦ ପଦ ନେଇଛି । ଏହି ବୟାନ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଠିକ୍ ଦିନକ ପରେ ଚାଲି ଯାଇଥିଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ । ସୁରଟ କୋର୍ଟଙ୍କ ରାୟର ୧୧ ଦିନ…

ମାନହାନୀ ମାମଲାକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିବାକୁ କଙ୍ଗନାଙ୍କ ନିବେଦନ

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଗୀତିକାର ଜାଭେଦ ଅଖତର୍‌ଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନା ରାନାୱତ ଏବଂ ଜାଭେଦ ଅଖତର ଆଜି କୋର୍ଟରେ ହାଜର ହୋଇଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ ହେବାର ଅଛି। ତେବେ କଙ୍ଗନା ଏବେ ଜାଭେଦ ଅଖତରଙ୍କ…

କଙ୍ଗନାଙ୍କ ଆବେଦନ ଶୁଣୁନାହାନ୍ତି କୋର୍ଟ

ମୁମ୍ବାଇ: ଗୀତିକାର ଜାଭେଦ୍ ଅଖତରଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କୁ ସୂଚାଇ ଦେବା ପରେ ଅଭିନେତା କଙ୍ଗନା ରାନାୱତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାଭେଦ ଅଖତରଙ୍କ ମାନହାନି ମାମଲାର ସମସ୍ତ ପ୍ରକ୍ରିୟା ବନ୍ଦ କରିବାକୁ କଙ୍ଗନା ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଅଖତରଙ୍କ ପାଇଁ ହାଜର…

ଜାଭେଦ୍‌ ଅଖତରଙ୍କ ମାନହାନି ମାମଲା ଶୁଣାଣିରେ ହାଜର ହେଲେନି କଙ୍ଗନା

ନୂଆଦିଲ୍ଲୀ: ଜାଭେଦ ଅଖତରଙ୍କ ଦ୍ବାରା କରାଯାଇଥିବା ମାନହାନି ମକଦ୍ଦମାରେ ହାଜର ଉପସ୍ଥିତ ରହିବାକୁ ମନା କରିନେଲେ କଙ୍ଗନା। କୋର୍ଟରେ ଶୁଣାଣି ବେଳେ କଙ୍ଗନା ବ୍ୟକ୍ତିଗତ ଭାବେ ଏକ ଆବେଦନ କରିଥିଲେ। ଏହି ଆବେଦନରେ ଦର୍ଶାଯାଇଛି ଯେ ବ୍ୟସ୍ତତା ଯୋଗୁ କଙ୍ଗନା ଏହି ଶୁଣାଣିରେ ହାଜର…