Latest Odisha News

BREAKING NEWS

Browsing Tag

Defence Minister

ଡ୍ରାଗନ ସେନାର ଔଦ୍ଧତ୍ୟ, ଜରୁରୀ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପୁଣି ଡ୍ରାଗନ ସେନାର ଔଦ୍ଧତ୍ୟ । ଭାରତୀୟ ସେନା ପୋଷ୍ଟ ହଟାଇବାକୁ ଚୀନସେନା ପିଏଲଏର ଉଦ୍ୟମ । ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗ ଠାରେ ଭାରତୀୟ ସେନା ସହ ମୁହାଁମୁହିଁ । ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହୋଇଥିବା ଜଣାପଡିଛି । ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା…

ରାଜନୀତିର ୫୫ ବର୍ଷ, ମୁଲାୟମ ଯେବେ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ରାଜନୀତିରେ ୫ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ଥିଲେ ମୁଲାୟମ ସିଂ ଯାଦବ । ୫୫ ବର୍ଷର ଲମ୍ବା ରାଜନୈତିକ ଜୀବନ ଭିତରେ ମୁଲାୟମ ପ୍ରଧାନମନ୍ତ୍ରୀ ହେଉ ହେଉ ଅଟକି ଯାଇ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ୭ ଥର ସାଂସଦ ରହିଥିବା ମୁଲାୟମ ୮ ଥର…

କୋଭିଡ଼-19 ପରିସ୍ଥିତି ନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଟେଲିଫୋନ ଯୋଗେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଟାରୋ କୋନୋଙ୍କ ସହ କୋଭିଡ଼-୧୯ ମହାମାରୀ ସଂକ୍ରମଣ ସଂପର୍କରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ଏବଂ ଏହାର…

କରୋନା ଟେଷ୍ଟ୍ ଲାଗି ପ୍ରସ୍ତୁତ ହେଲା ଡିଆରଡ଼ିଓ ଭ୍ରାମ୍ୟମାଣ ପରୀକ୍ଷାଗାର

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ESIC ହସ୍ପିଟାଲ, ଘରୋଇ ଶିଳ୍ପାନୁଷ୍ଠାନ ଓ ଡିଆରଡିଓର ମିଳିତ ଉଦ୍ୟମରେ ବିକଶିତ ଭ୍ରାମ୍ୟମାଣ ଭୂତାଣୁ ଗବେଷଣା ଓ ରୋଗ ନିରୂପଣ ପରୀକ୍ଷାଗାର (ଏମଭିଆରଡିଏଲ)କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ…

ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ସ୍ଥିତ ‘ହାଲ୍’ ବିମାନ ବନ୍ଦରରୁ ଲଢୁଆ ବିମାନ ତେଜସରେ ଗୁରୁବାର ଦିନ ଉଡିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନ୍ୟାସନାଲ୍ ଫ୍ଲାଇଟ୍ ଟେଷ୍ଟ ସେଣ୍ଟରର ପ୍ରୋଜେକ୍ଟ ଡାଇରେକ୍ଟର୍ (ଫ୍ଲାଇଟ୍ ଟେଷ୍ଟ) ଏୟାର ଭାଇସ୍ ମାର୍ସାଲ୍ ଏନ୍ ତିୱାରି ଏହି ବିମାନକୁ…