Latest Odisha News

BREAKING NEWS

Browsing Tag

DELHI FARMER AGITATION

ଚାଷୀ ସଙ୍ଗଠନକୁ ଦୋଷ ଦେଲେ ଦିଲ୍ଲୀ ପୋଲିସ କମିଶନର

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟଣାରେ ଚାଷୀ ନେତାଙ୍କୁ ଦାୟୀ କଲେ ଦିଲ୍ଲୀ ପୋଲିସ କମିଶନର । ହିଂସା ପାଇଁ ଚାଷୀନେତା ଦାୟୀ ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେବାକୁ ରାଜିନଥିଲା ପୋଲିସ । କିନ୍ତୁ…

ଲାଲକିଲ୍ଲାରେ ଆଜି ପୋଲିସ-ଚାଷୀ ସଂଘର୍ଷର ସାଂଘାତିକ ଚିତ୍ର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଶେଷ କରି ଲାଲକିଲ୍ଲାରେ ଯେଉଁ ଅପ୍ରୀତିକର ଓ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଧୀରେ ଧୀରେ ତାର ଭିଜୁଆଲ ସାମ୍ନାକୁ ଆସୁଛି । କିଛି ସମୟ ପାଇଁ ଲାଲକିଲ୍ଲାକୁ ଆନ୍ଦୋଳନକାରୀ ଚାଷୀମାନେ ନିଜ ଅକ୍ତିଆରକୁ ନେଇଯାଇଥିଲେ କହିଲେ, କିଛି ଭୁଲ ହେବ ନାହିଁ ।…

ଫେବ୍ରୁଆରି ୧ ରେ ଚାଷୀ ସଂଗଠନ ପାର୍ଲାମେଣ୍ଟ ଚାଲ୍ ଅଭିଯାନ

ନୂଆଦିଲ୍ଲୀ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରକୁ ଆଉ ଏକ ବଡ ଚେତାବନୀ ଦେଇଛନ୍ତି । ଆସନ୍ତା ଫେବ୍ରୁଆରି ୧ ରେ ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହେବାର ଅଛି । ସେହି ଦିନ ସଂସଦ ଚାଲ୍ ଡାକରା ଦେଇଛନ୍ତି ସେମାନେ । ଦେଶର ବିଭିନ୍ନ ସ୍ଥାନରୁ…

ଚାଷୀ-କେନ୍ଦ୍ର ଷଷ୍ଠ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ- କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହୋଇଥିବା ଏହି ଆଲୋଚନାରେ ଚାଷୀଙ୍କ ୨ଟି ଦାବି ପ୍ରତି କେନ୍ଦ୍ର ସରକାର ବିଚାର କରିବାକୁ ପ୍ରସ୍ତୁତ ଥିବା…

ବିହାରରୁ ଦିଲ୍ଲୀ ୧୧ ଦିନରେ ୧୦୦୦ କି.ମି. ସାଇକଲ ଯାତ୍ରା, କାହିଁକି ଜାଣନ୍ତୁ

୬୦ ବର୍ଷର ସତ୍ୟଦେବ ମାଞ୍ଝିଙ୍କ ମନୋବଳକୁ ମାନିବାକୁ ପଡିବ । ଏଇ ବୟସରେ ସେ ସାଇକଲରେ ଯାତ୍ରା କରିଛନ୍ତି, ୮-୧୦ କି.ମି. କି ୨୦-୨୫ କିମି ନୁହେଁ । ଏହି ବୃଦ୍ଧ ଜଣକ ୧ ହଜାର କିମିରୁ ଅଧିକ ଯାତ୍ରା କରିଛନ୍ତି । ବିହାରର ସିୱାନ ଜିଲ୍ଲାରୁ ସେ ଆସିଛନ୍ତି ଦିଲ୍ଲୀ । ଏଥିପାଇଁ ତାଙ୍କୁ ଲାଗିଛି ୧୧…